Wednesday, December 18, 2024
spot_imgspot_imgspot_img

Daily Archives: Dec 13, 2024

ମହଙ୍ଗା ଯୁଗରେ ଏକ ଟଙ୍କାରେ ଶିକ୍ଷାଦାନ।

ବୁଡାସମ୍ବର ଅଂଚଳ ହେଉଛି କଳା,ସାହିତ୍ୟ ଓ ସଂସ୍କୃତିରେ ପରିପୂର୍ଣ୍ଣ ମାଟି । ଏହି ପୂଣ୍ୟ ମାଟିରେ ଜନ୍ମ ଗ୍ରହଣ କରିଥିବା ଅନେକ କଳାକାର କେବଳ ଜିଲ୍ଲା କିମ୍ବା ରାଜ୍ୟରେ ନୁହେଁ ରାଜ୍ୟ ବାହାରେ...

ଚର୍ଚ୍ଚାରେ ବୁଗୁଡ଼ା ବି.ଇ.ଓ.ଙ୍କ ଅଜବ ନୀତି : ଡି.ଇ.ଓ.ଙ୍କ ନିର୍ଦେଶକୁ ଅବମାନନା , ବିଭିନ୍ନ ମହଲରେ ଅସନ୍ତୋଷ ।

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଜବ ନୀତି ଯୋଗୁଁ ସମ୍ପ୍ରତି ବିଭିନ୍ନ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ...

ରେମଣ୍ଡା ମାଁ ରାମଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ ।

ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଠାରେ ଶ୍ରୀ ରଣେଶ୍ଵର ରାମଚଣ୍ଡି ଚରଣେ ଶରଣଂ ମାଁ ରାମଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ମହାସମାରୋହରେ ଉଦଯାପିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେମଣ୍ଡା...

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ପଦ୍ମପୁରରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ସହ ଦାବିପତ୍ର ପ୍ରଦାନ ।

ପଦ୍ମପୁର-ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଗଣ ହତ୍ୟା, ଧର୍ଷଣ, ସମ୍ପତ୍ତି ଲୁଣ୍ଠନ ବିରୁଦ୍ଧରେ ଆଜି ବରଗଡ ଜିଲ୍ଲା ପଦ୍ମପୁରରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ରାଜାଜି ଟାଉନ ହଳ...

ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ଠାରେ ପଞ୍ଚଦିବସୀୟ ସଂକଳ୍ପ ତାଲିମ ଶିବିରର ଦ୍ବିତୀୟ ପର୍ଯ୍ୟାୟ ଉଦଯାପିତ ।

ପଦ୍ମପୁର-ବରଗଡ ଜିଲ୍ଲାଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ମାଧ୍ୟମିକ ଶିକ୍ଷା ପରିଷଦର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଞ୍ଚଦିବସୀୟ ସଂକଳ୍ପ ତାଲିମ ଶିବିରର ଦ୍ବିତୀୟ ପର୍ଯ୍ୟାୟ ଉଦଯାପିତ...

ବରଗଡ ଆଇଆଇଏଚଟି ଡିପ୍ଲୋମା ପାଠ୍ଯକ୍ରମ କୁ ସ୍ନାତକ କରିବା ସହ ବରଗଡ ବାଳିଜୋରି ବଜାରର ବିକାଶ ପ୍ରସଙ୍ଗ ଲୋକସଭାରେ ଉଠାଇଲେ ବରଗଡ ସାଂସଦ ।

ପଦ୍ମପୁର - ଲୋକସଭାର ଶୀତକାଳୀନ ଅଧିବେଶନ ସମୟରେ ୩୭୭ ଧାରା ଅଧିନିୟମ ଆଧାରରେ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ବରଗଡରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ,ହୋଇଥିବା ଭାରତୀୟ ହସ୍ତତନ୍ତ ବୟନ...

ପଞ୍ଚାୟତ ମହାବିଦ୍ୟାଳୟରେ ସାଇବର ଅପରାଧ ସମ୍ବନ୍ଧୀୟ ସଚେତନତା ।

ବରଗଡ-ସଂପ୍ରତି ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସାଇବର ଅପରାଧୀ ବିଭିନ୍ନ ଆଧୁନିକ କୌଶଳମାନ ଆପଣାଇ ଅନ୍ୟମାନଙ୍କୁ ଠକି ଚାଲିଛନ୍ତି । ସାଇବର ଅପରାଧୀ ଲୋକଙ୍କୁ ଠକିବାର ମୂଳ...

‘ସ୍ବଚ୍ଛ ଭାରତ ଅଭିଯାନ’ ଉପରେ ଦିପ୍ତିପୁର ଉଚ୍ଚ ବିଦ୍ୟାଳୟ ଠାରେ ପ୍ରବନ୍ଧ ପ୍ରତିଯୋଗିତା ।

ପଦ୍ମପୁର- ପରିବେଶ ସ୍ବଚ୍ଛତା ସହ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା ପାଇଁ ମେଲଛାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଦିପ୍ତିପୁର ଉଚ୍ଚ ବିଦ୍ୟାଳୟ ଠାରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ' ସ୍ବଚ୍ଛ...

Most Read

error: Content is protected !!