Wednesday, December 4, 2024
spot_imgspot_imgspot_img

Monthly Archives: December, 2024

କୁମ୍ଭାରୀରେ ଧାନମଣ୍ଡି ଉଦଘାଟିତ ।

ବରପାଲି-ବରପାଲି ବ୍ଲକ ଅନ୍ତର୍ଗତ ପ୍ରଜାବହୁଳ ଗ୍ରାମ କୁମ୍ଭାରୀ ଧାନମଣ୍ତି ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ତହସିଲଦାର ରୁକ୍ମଣ କୁମାର ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ଏହି...

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ସମାରୋହ ।

ବରପାଲି-ବରପାଲି ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାର୍ଷିକ କ୍ରିଡାତ୍ସବ ସୁଭାରମ୍ଭ ହୋଇଯାଇଛି। ଅଧ୍ୟକ୍ଷ ପ୍ରଦୀପ କୁମାର ମେହେରଙ୍କ ଅଧକ୍ଷତାରେ ପରିଚାଳିତ ଉତ୍ସବକୁ କ୍ରୀଡା ଶିକ୍ଷୟିତ୍ରୀ ବନ୍ଦିତା ପ୍ରଧାନଙ୍କ...

ବରପାଲି ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ।

ବରପାଲି-ବରପାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ମଙ୍ଗଳବାର ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଉଦଘାଟନୀ ସଭାରେ ସଭପତିତ୍ବ କରିଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରା । ଅନ୍ୟତମ ଅତିଥି...

ଲରମ୍ଭା ମହାବିଦ୍ୟାଳୟରେ ବିଶ୍ବଏଡସ ଦିବସ ପାଳିତ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା ମହାବିଦ୍ୟାଳୟ ଠାରେ ବିଶ୍ବ ଏଡସ ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ କଲେଜ ସ୍ଥିତ ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନାର...

ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀକୁ ଫାଶୀଦଣ୍ଡ ଦାବୀରେ କ୍ୟାଣ୍ଡେଲ ଶୋଭାଯାତ୍ରା ।

ପାଇକମାଲ-ପାଇକମାଲ ବ୍ଲକ ଟେମରୀ ପଞ୍ଚାୟତ ସୋଢ଼ା ଗ୍ରାମର ୫ ବର୍ଷ ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ପୀଡିତ ପରିବାରକୁ ନ୍ୟାୟ ପ୍ରଦାନ,ଅଭିଯୁକ୍ତକୁ ଫାଶୀ ଦଣ୍ଡ...

ବିରେନ୍ଦ୍ର କୁମାର ମହାବିଦ୍ୟାଳୟରେ ବିଶ୍ଵ ଏଡ୍‌ସ ସଚେତନତା ଦିବସ ପାଳିତ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଠଉମାଲ ବିରେନ୍ଦ୍ର କୁମାର ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ରେଡ୍ ରିବନ୍ କ୍ଲବ ପକ୍ଷରୁ ବିଶ୍ଵ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷା...

ବୁଗୁଡ଼ା ବସଷ୍ଟାଣ୍ଡରୁ ହରିଣ ଛୁଆ ଉଦ୍ଧାର ।

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡ ଭିତରୁ ଗୋଟିଏ ହରିଣ ଛୁଆକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରିବା ପରେ ପ୍ରାଥମିକ ଚିକିତ୍ସା କରି ପୁଣି ଛାଡି ଦେଇଥିବା ଜଣା ପଡିଛି l...

କାମରେ ଲାଗୁନି ମାଛ ଓ ମାଂସ ବଜାର : ରାସ୍ତା କଡରେ ବେପାରୀ ।

ବୁଗୁଡା(ସୋରେନ କୁମାର ପ୍ରଧାନ)- ଦୀର୍ଘ ବର୍ଷ ହେଲା ଏନ୍ଏସି ପକ୍ଷରୁ ମାଛ ଓ ମାଂସ ବଜାର ନିର୍ମାଣ କରାଯାଇଥିଲେ ବି ଅଦ୍ୟାବଧି କାମରେ ଲାଗିନଥିବା ବେଳେ ବେପାରୀମାନେ ରାସ୍ତା କଡରେ ମାଛ ବିକ୍ରି...

ପୁରେନା ଉଚ୍ଚବିଦ୍ୟାଳୟରେ ବିଶ୍ଵ ଏଡସ୍ ଦିବସ ପାଳିତ ।

ପଦ୍ମପୁର - ପଦ୍ମପୁର ନିକଟସ୍ଥ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ରେଣୁଧର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କମ୍ଯୁନିଟି ସ୍ଵାସ୍ଥ୍ୟ...

ଜାତୀୟ ସ୍କୁଲ କବାଡି ପ୍ରତିଯୋଗିତା ପାଇଁ ମାଣ୍ଡୋସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇନ୍ଦୁରେଖା ମନୋନୀତ ।

ପାଇକମାଲ- ମହାରାଷ୍ଟ୍ରର ଅମରାବତୀ ଠାରେ ଜାତୀୟ ସ୍କୁଲ କବାଡି କ୍ରୀଡା ପ୍ରତିଯୋଗିତା ରେ ଖେଳିବାକୁ ମାଣ୍ଡୋସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଇନ୍ଦୁରେଖା ଧରୁଆ ୧୪ ବର୍ଷ...

Most Read

error: Content is protected !!