Thursday, November 21, 2024
spot_imgspot_imgspot_img

Monthly Archives: November, 2024

ନିଷ୍ଠା ପରିବାର ଦ୍ଵାରା ଅସହାୟ ଶବ ସତ୍କାର ।

ବରଗଡ଼-ବରଗଡ଼ ଜିଲ୍ଲା ବରଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମରେ ବସବାସ କରୁଥିବା ସନାତନ ବରିହାଙ୍କ ୪୬ବର୍ଷ ବୟସରେ ମୃତ୍ୟୁ ହେଲା। ତାଙ୍କ ପରିବାରରେ ଜଣେ ମାନସିକ ରୋଗଗ୍ରସ୍ତ ଭାଇ ଶତୃଘ୍ନ ବରିହାଙ୍କ ବ୍ୟତିତ...

ଗିରି ଗୋବର୍ଦ୍ଧନ ପୂଜା ଅବସରରେ ରକ୍ତ ଦାନ ଶିବିର : ୩୨ୟୁନିଟ ରକ୍ତ ସଂଗୃହୀତ ।

ବରଗଡ଼-ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଲସ୍ତଲା ଗ୍ରାମରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ...

ରାଜଭବନରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ।

ଭୁବନେଶ୍ୱର - ରାଜଭବନରେ ଗୁରୁବାର ଦିନ ରାଷ୍ଟୀୟ ଏକତା ଦିବସ ପାଳିତ ହୋଇଯାଇଛି । ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଲୌହ ମାନବ ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା...

ପବିତ୍ର ଦୀପାବଳି ଅବସରରେ ବୈଦିକ ଯଜ୍ଞ ଅନୁଷ୍ଠିତ ।

ଗାଇସିଲେଟ-ପବିତ୍ର ଦୀପାବଳି ଓ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ନିର୍ବାଣ ଦିବସ ଅବସରରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ବୈଦିକ ଯଜ୍ଞ ପୀଠରେ ବୈଦିକ ସଂସ୍କୃତି ସଂରକ୍ଷଣ...

କୁକେତିରା କଲ୍ୟାଣ ମଣ୍ଡପରେ ଯାଦବ ସମାଜର ବ୍ଲକସ୍ତରୀୟ ସଭା ଅନୁଷ୍ଠିତ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ଅଧିନ ଅମଲିପାଲୀ ପଂଚାୟତ କୁକେତିରା କଲ୍ୟାଣ ମଣ୍ଡପ ଠାରେ ଯୁଧିଷ୍ଠିର ଭୋଇଙ୍କ ସଭାପତିତ୍ବରେ ଯାଦବ ସମାଜର ବ୍ଲକ ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ...

ସ୍ୱୟଂସିଦ୍ଧା’ର ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ ।

ଭୁବନେଶ୍ୱର - ପବିତ୍ର ଦୀପାବଳି ଅବସରରେ ‘ସ୍ୱୟଂସିଦ୍ଧା ଫାଉଣ୍ଡେସନ୍’ ପକ୍ଷରୁ ପ୍ରକାଶିତ ସାହିତ୍ୟ ପତ୍ରିକା ‘ସ୍ୱୟଂସିଦ୍ଧା’ର ଶାରଦୀୟ ବିଶେଷାଙ୍କ -୨୦୨୪ ଭୁବନେଶ୍ୱର ଶୈଳଶ୍ରୀ ବିହାରସ୍ଥିତ ମା’ ମଙ୍ଗଳା ମନ୍ଦିରଠାରେ ଉନ୍ମୋଚିତ ହୋଇଯାଇଛି ।...

ପାନୀୟ ଜଳ ଯୋଗାଣ ଓ କ୍ଷେତକୁ ପାଣି ମୋର ପ୍ରାଥମିକତା – ବିଜେପୁର ବିଧାୟକ।

ଗାଇସିଲାଟ-ଗାଇସିଲାଟ ଗସ୍ତରେ ବିଜେପୁର ବିଧାୟକ ସନତ କୁମାର ଗଡତିଆ ଆସି ବିଭିନ୍ନ ଗ୍ରାମରେ ଭୂମିପୂଜନ ଉଦ୍ଘାଟନ ଓ ସଭାସମିତି କରିଥିଲେ । ଏହି ଅବସରରେ ବୁରୋମୁଣ୍ଡା ଠାରେ ଆଇନଜିବି...

ପୁଅର ଲାଠି ମାଡରେ ବାପାର ମୃତ୍ଯୁ ।

ପଦ୍ମପୁର-ଦୀପାବଳିରେ ଲିଭିଗଲା ଜୀବନ ଦୀପ। ପୁଅର ଆକ୍ରମଣରେ ବାପାର ମୃତ୍ୟୁ । ସାରା ଦେଶ ଆଲୋକର ପର୍ବ ଦୀପାବଳି ପାଳନ କରୁଥିବା ବେଳେ ପାରିବାରିକ କଳହରୁ ପୁଅର ଲାଠି ମାଡରେ ବାପାଙ୍କ ମୃତ୍ୟୁ...

ଦୀପାବଳିରେ ଭୁଲିଆ ସମାଜର ନିଆରା ପରମ୍ପରା ” ରଜା ବାହାବେଲ୍ ” ।

ବରଗଡ-ଆଲୋକର ପର୍ବ ଦୀପାବଳି ସାରା ଦେଶରେ ବେଶ ଉତ୍ସାହ ଉଦ୍ଦୀପନା ସହ ପାଳନ ହେଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ଭୁଲିଆ ସମାଜର ଏକ ଭିନ୍ନ ଓ ନିଆରା ପରମ୍ପରା ରହିଛି । ଦୀପାବଳି...

Most Read

error: Content is protected !!