Thursday, November 21, 2024
spot_imgspot_imgspot_img

Daily Archives: Nov 12, 2024

ପାଟଣାଗଡ଼ ବ୍ଲକରେ ନିଶା ନିବାରଣ ପ୍ରଶିକ୍ଷଣ ଶିବିର ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)-ପାଟଣାଗଡ଼ ବ୍ଲକ ପରିସରରେ ପିପୁଲ୍ସ ଫୋରମ ବଲାଙ୍ଗିର ନିଶା ନିବାରଣ କେନ୍ଦ୍ର ଆନୁକୂଲ୍ୟରେ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି ମାନଙ୍କୁ ନେଇ ନିଶା ନିବାରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

ପରଲୋକରେ ଯଶଦେବ ସିଂ ।

ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରେନା ଗ୍ରାମର ପୂର୍ବତନ ୱାର୍ଡମେମ୍ବର ଯଶଦେବ ସିଂଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ୧୫ ବର୍ଷ ଧରି ଗାଁର...

ଜଙ୍ଗଲ ପରିଚାଳନା ନିମନ୍ତେ ଗ୍ରାମସଭା ଓ ପ୍ରବେଶ ପର୍ବ ଅନୁଷ୍ଠିତ ।

ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଜମରତଲା ଗ୍ରାମ ପଞ୍ଚାୟତ ବିରିପାଲି ଠାରେ ଜଙ୍ଗଲ ସମ୍ବଳ ପରିଚାଳନା ନିମନ୍ତେ ଗ୍ରାମସଭା ଓ ପ୍ରବେଶ ପର୍ବ ମାସ୍ ପାଇକମାଲ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଉକ୍ତ...

କାର୍ତ୍ତିକ ପଞ୍ଚୁକରେ ସାହ୍ଲେପାଲି ରେ ରକ୍ତ ଦାନ ଶିବିର : ୫୧ୟୁନିଟ ରକ୍ତ ସଂଗୃହୀତ ।

ଭେଡେନ-ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସାହ୍ଲେପାଲି ଗ୍ରାମ ରେ ଉତ୍କଟ ରକ୍ତ ଅଭାବକୁ ଦୂର କରିବା ପାଇଁ କାର୍ତ୍ତିକ ପଞ୍ଚୁକ ଅବସରରେ ସାହ୍ଲେପାଲି ଯୁବ ଗୋଷ୍ଠୀ ଓ ନିଷ୍ଠା ପରିବାରର ମିଳିତ...

ଗଙ୍ଗାଧର ମେହେର ସରକାରୀ ବିଦ୍ୟାଳୟ, ଦହିତା ଠାରେ ବିଦ୍ୟାଳୟ ସ୍ତରୀୟ ବାଳ ବୈଜ୍ଞାନିକ ବିଜ୍ଞାନ, ପରିବେଶ ଓ ଗଣିତ ମେଳା ।

ପଦ୍ମପୁର-ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ବିଦ୍ୟାଳୟ ସ୍ତରୀୟ ବାଳ ବୈଜ୍ଞାନିକ ବିଜ୍ଞାନ ପରିବେଶ ଓ ଗଣିତ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ...

ବ୍ଲକସ୍ତରିୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଓ ଜାତିୟ ଆବିଷ୍କାର ଅଭିଯାନ ।

ବରପାଲି-ବରପାଲି ବ୍ଲକ ବୁରୋମୁଣ୍ତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଓ ଜାତିୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ପୁର୍ବାହ୍ନରେ ବିଜେପୁର ବିଧାୟକ ସନତ...

ଉଦଘାଟିତ ହୋଇଯାଇଛି ନୁଆଁପାଲି ଗ୍ରାମର ୧୭୫ ତମ ରାହାସ ଉତ୍ସବ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସରଧାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୁଆଁପାଲି ଗ୍ରାମରେ ହେବାକୁ ଯାଉଥିବା ୧୭୫ ତମ ରାହାସ ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବରଗଡ଼...

ମହାନତା ଦେଖାଇଲେ ଗାଇସିଲେଟ ବିଡ଼ିଓ ଲକ୍ଷ୍ମଣ ମାଝୀ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ରେ ଆଜି କୁଣ୍ଡାଖାଇ ଗ୍ରାମପଞ୍ଚାୟତ ଝିମବାହାଲ ଗ୍ରାମର ନିରଞ୍ଜନ ପୋଢ଼ ଗୁରୁଣ୍ଡି ଗୁରୁଣ୍ଡି ଆସି ସିଧା ପହଞ୍ଚିଥିଲେ ବ୍ଳକ କାର୍ଯ୍ୟାଳୟରେ । ବ୍ଲକରେ ଉପସ୍ଥିତ ଥିବା ଭାରତୀୟ...

କଣ୍ଟାବାଞ୍ଜି ଆଲିସାନ ସିନେମାହଲ ସିଲ କଳା ପ୍ରଶାସନ।

କଣ୍ଟାବାଞ୍ଜି-ବଲାଙ୍ଗୀର ଜିଲ୍ଲାର ଜଣାଶୁଣା ସିନେମାହଲ ରେ ପୋଲିସ ଓ ତହସିଲଦାର ତନାଘନା ତଦନ୍ତ ପରେ ସିନେମାହଲ ସିଳ। ବେଳପଡା ବ୍ଳକ ସ୍ଥିତ ଲଥାକେନ୍ଦ ଗାଁ ପାଖରେ ଥିବା ଜଣାଶୁଣା ଆଲିସାନ ସିନେମାହଲ ରେ...

ବଳିଷ୍ଠ ସାହିତ୍ୟ ହିଁ ସମାଜକୁ ସୁଧାରିପାରିବ – ଡ଼. କାନୁନଗୋ ।

ସୁବର୍ଣ୍ଣପୁର-ସାହିତ୍ୟିକମାନେ ବଳିଷ୍ଠ ସାହିତ୍ୟ ସୃଷ୍ଟି ପାଇଁ ସାଧନାରତ ହେବା ନିହାତି ଆବଶ୍ୟକ । କାରଣ ଏଭଳି ସାହିତ୍ୟ ହିଁ ସମାଜକୁ ସୁଧାରିପାରିବ । କଟକ ଶ୍ରୀରାମଚନ୍ଦ୍ର ଭବନରେ ବାଲେଶ୍ୱରର ‘ସାହିତ୍ୟିକ କବିବନ୍ଧୁ ପରିବାର’...

Most Read

error: Content is protected !!