Thursday, November 21, 2024
spot_imgspot_imgspot_img

Daily Archives: Nov 10, 2024

ବ୍ରାହ୍ମଣ ସମାଜ ପକ୍ଷରୁ ପଞ୍ଚାୟତସ୍ତରୀୟ ପରିବାର ମିଳନ ଉତ୍ସବ ଅନୁଷ୍ଠିତ।

ଗାଇସିଲେଟ-ସ୍ଥାନୀୟ ନୈମିଷାରଣ୍ୟ ଠାରେ ଗାଇସିଲେଟ ବ୍ରାହ୍ମଣ ସମାଜର ପକ୍ଷରୁ ପଞ୍ଚାୟତସ୍ତରୀୟ ପରିବାର ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜର ସଭାପତି ଡ.ସୁନିଲ ପଣ୍ଡା ଅଧ୍ୟକ୍ଷତା କରିଥିଲେ...

ଘାଏ ଦେଖତ କଳାପଟାର ବାର୍ଷିକୋତ୍ସବ ଅନୁଷ୍ଠିତ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ଠାରେ ଦିର୍ଘ ୧୦ ବର୍ଷ ହେବ ରାସ୍ତାକଡ଼ରେ ସୃଷ୍ଟି କରାଯାଇଥିବା କଳାପଟା "ଘାଏ ଦେଖତ" ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଗାଇସିଲେଟ କଲେଜ ଠାରେ ବାର୍ଷିକୋତ୍ସବ...

ଜିଲ୍ଲାସ୍ତରୀୟ ସାଇନିଂଷ୍ଟାର ଶିବିର ଉଦଯାପିତ ।

ପାଇକମାଲ-ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଲ ସଭାଗୃହରେ ଜିଲ୍ଲା ସ୍ତରୀୟ ସାଇନିଂଷ୍ଟାର ଶିବିର ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରଗଡ ସାଂସଦ...

ଜେନିଥ ଲାୟନ୍ସ ଗୁରୁକୁଲରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ।

ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଲରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରିକ୍ଷକ...

ୱିନର ବ୍ରାଇଟ ଫ୍ଯୁଚର ସ୍କୁଲର ବାର୍ଷିକ ଉତ୍ସବ ଉଦଘାଟିତ।

ପଦ୍ମପୁର-ୱିନର ବ୍ରାଇଟ ଫ୍ଯୁଚର ସ୍କୁଲ ପଦ୍ମପୁରର ଦୁଇଦିନିଆ ବାର୍ଷିକ ଉତ୍ସବର ଖୁଣ୍ଟପାଲି ସ୍ଥିତ ନୂଆ ସ୍କୁଲରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ ଉତ୍ସବରେ ମାନ୍ଯବର ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ...

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରର ୧୬ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ।

ପଦ୍ମପୁର- ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଳକ ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିର ଠାରେ ୧୬ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ସମାରୋହ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ହାଇସ୍କୁଲର...

ମହିଳା ସରପଂଚଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ।

ପଦ୍ମପୁର - ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଲପାଲି ପଂଚାୟତର ସରପଂଚ ଉର୍ମିଳା ସେଠଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ନୋଟିସ ହୋଇଥିଲା। ତେବେ ଚଳିତ ମାସ ର ଆସନ୍ତା ୧୨ ତାରିଖ...

ଗଡିଆଜୋର ଦନ୍ତା ମୃତ୍ୟୁ ଘଟଣା:ଦୁଇ ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବନ ବିଭାଗ।

ରେଞ୍ଜର ଓ ଫରେଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ? ପାଟଣାଗଡ଼(ସନ୍ତୋଷ ପଣ୍ଡା)- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନ ଗଡିଆଜୋର ନୂଆମୁଣ୍ଡା ଠାରେ ଦନ୍ତା ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୁଇ ଶିକାରୀ...

ମନାଇପାଦ ହାଇସ୍କୁଲ ରେ ବ୍ଳକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନି ଓ ବିଜ୍ଞାନ ମେଳା ଅନୁଷ୍ଠିତ ।

ପାଟଣାଗଡ଼ - ପାଟଣାଗଡ଼ ବ୍ଳକ ମନାଇପାଦ ଆଦିବାସୀ ହାଇସ୍କୁଲ ଠାରେ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ବ୍ଳକ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନି ଓ ବିଜ୍ଞାନ ମେଳା ଅନୁଷ୍ଠିତ...

ରାଜଭବନରେ ୧୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସ୍ଥାପନା ଦିବସ ପାଳିତ।

ବିବିଧତାରେ ଏକତା ଭାରତର ବିଶେଷତା – ରାଜ୍ୟପାଳ ।ଭୁବନେଶ୍ୱର - ରାଜଭବନଠାରେ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସ୍ଥାପନା ଦିବସ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ଉପସ୍ଥିତିରେ ଏକ ଉତ୍ସବ...

Most Read

error: Content is protected !!