Thursday, November 21, 2024
spot_imgspot_imgspot_img

Daily Archives: Nov 4, 2024

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଜର୍ଣ୍ଣାଲିଷ୍ଟ ମାନଙ୍କ ବିଭିନ୍ନ ଦାବୀ ।

ବରପାଲି-ବରପାଲି ଗୋଷ୍ଠି ଉନ୍ନୟନ ଅଧିକାରୀ କାର୍ଯ୍ଯାଳୟ ରାଜିବ ଗାନ୍ଧି ସଭାଗୃହ ପରିସରରେ ବରଗଡ ଜିଲ୍ଲାପାଲଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ଯକ୍ରମ ହୋଇଯାଇଛି। ସୋମବାର ଆୟୋଜିତ କାର୍ଯ୍ଯକ୍ରମରେ ବରଗଡ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଏସୋସିଏସନ ପକ୍ଷରୁ ଆଜି...

ସରସ୍ବତି ଶିଶୁ ବିଦ୍ଯାମନ୍ଦିରରେ ଜେଜେବାପା ଜେଜେମାଆ ସମ୍ମିଳନୀ।

ବରପାଲି-ବରପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିକ୍ଷାବିକାଶ ସମିତିଙ୍କ ଯୋଜନା ଆଧାରରେ ଜେଜେବାପା ଓ ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜେଜେ ବାପା ଓ ଜେଜେ...

Getting lost, old Banyan Tree.

Banyan tree, India's national tree, scientifically known as Ficus Benghalensis. Birth and Spread. The Banyan tree is spread by fruit-eating birds. After consuming the fruit, the...

ଖଲିଆପାଲିରେ ଯାଦବ ଭବନ ର ଉଦ୍ଘାଟନ କଲେ ବିଧାୟିକା ।

ପଦ୍ମପୁର - ରାଜବୋଡ଼ାସମ୍ବର ବ୍ଳକ୍ ଅନ୍ତର୍ଗତ ଖଲିଆପାଲିରେ ଯାଦବ ଭବନ ଉଦଘାଟିତ ହୋଇଯାଇଛି। ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଅନୁମୋଦନ ଲାଭ କରିଥିବା ଏହି ମଣ୍ଡପ କୁ ପଦ୍ମପୁର ବିଧାୟିକା...

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ରାଜବୋଡ଼ାସମ୍ବର ବ୍ଲକ ଓଷ୍ଟା ତରଫରୁ ଦାବିପତ୍ର ପ୍ରଦାନ ।

ପଦ୍ମପୁର - ମାନ୍ୟବର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ପଦ୍ମପୁର ଗସ୍ତ ଅବସରରେ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଅନେକ ସଂଘ ଓ ବ୍ୟକ୍ତିବିଶେଷ ତାଙ୍କୁ ଦେଖାକରି ନିଜ ନିଜର...

ଖାଉଟି ଅଦାଲତରେ ଚକରକେନ୍ଦ୍ ଚାଷୀଙ୍କ ସପକ୍ଷରେ ନିର୍ଦ୍ଦେଶ : ଚାଷୀଙ୍କ କ୍ଳେମ ରାଶି ସହ କ୍ଷତିପୂରଣ ଦେବାକୁ ଫସଲବୀମା କମ୍ପାନୀ ଏଚ୍ ଡିଏଫସି ଏରଗୋକୁ ନିର୍ଦ୍ଦେଶ।

ବରଗଡ଼-ଖରିଫ -୨୦୨୧ରେ ହୋଇଥିବା କ୍ଷୟକ୍ଷତିର ଫସଲବୀମା କ୍ଳେମ ବରଗଡ଼ ବ୍ଲକ ଚକରକେନ୍ଦ୍ ପଂଚାୟତର ୨୫ ଜଣ ଚାଷୀ ପାଇବେ। ଜିଲ୍ଲା ଖାଉଟି ଅଦାଲତର ନିର୍ଦ୍ଦେଶ ଅନୁସାରେ ସମ୍ପୃକ୍ତ କମ୍ପାନୀ ଏଚ୍ ଡିଏଫସି ଏରଗୋକୁ...

ସ୍ବର୍ଗତ ସୁରେନ୍ଦ୍ର ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ମେଗା ସ୍ବାସ୍ଥ୍ୟ ଶିବିର ।

ବରଗଡ(ସୁଶାନ୍ତ ପଣ୍ଡା)-କଥାରେ ଅଛି ଅମର ହେବାକୁ ହେଲେ ସବୁ ଦିନ ବଞ୍ଚି ରହିବାର ଆବଶ୍ୟକତା ନାହିଁ । ସ୍ଵଳ୍ପ ଆୟୁଷ ଭିତରେ ଏମିତି କିଛି କରିଯାଅ ଯେ ସାରା ଦୁନିଆ ତମକୁ ସବୁଦିନ...

ଜିଲ୍ଲା ସ୍ତରୀୟ କ୍ରିକେଟ ଚମ୍ପିୟାନସିପ : ଫାଇନାଲରେ ପାଇକମାଳ ଓ ଭଟଲି ।

ପାଇକମାଲ - ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର ମିନି ଷ୍ଟାଡିୟମରେ ଜିଲ୍ଲା ବିଦ୍ୟାଳୟ କ୍ରିଡ଼ା ସଂଘ ବରଗଡ଼ ଓ ବ୍ଳକ ବିଦ୍ୟାଳୟ କ୍ରିଡ଼ା ସଂଘ ପାଇକମାଲ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ...

ଦେବଦର୍ହା ସୁସ୍ଥ ପରିବେଶରେ ସଂଯୁକ୍ତ ପରିବାର ।

ପାଇକମାଲ-ବୋଡାସମ୍ବର ଅଞ୍ଚଳର ଦ୍ଵିତୀୟ ପର୍ଯ୍ୟଟନସ୍ଥଳୀ ଧବଲେଶ୍ଵର ପୀଠ ଦେବଦର୍ହା ଠାରେ ସଂଯୁକ୍ତ ପରିବାର ବରଗଡ଼ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ପ୍ଲାଷ୍ଟିକ୍ ପାଣି ବୋତଲ, ପଲିଥିନ ମାଟିରେ ବର୍ଷ ବର୍ଷ ଧରି ପଡି...

Most Read

error: Content is protected !!