Saturday, March 7, 2026
Homeରାଜ୍ୟୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ଗୁରୁ ଦିବସ ପାଳିତ।

ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ଗୁରୁ ଦିବସ ପାଳିତ।

ପଦ୍ମପୁର-ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଉପଲକ୍ଷେ ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ପିଲା ମାନଙ୍କ ଦ୍ଵାରା ଗୁରୁ ଦିବସ ଆୟୋଜନ କରାଯାଇଥିଲା। ଗୁରୁ ମାନଙ୍କୁ ଫୁଲ ଚନ୍ଦନର ଟୀକା ଲଗାଇ ସ୍ୱାଗତ କରିଥିଲେ। ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯେପରି ଭାଷଣ,ନାଚ, ଗୀତ ମାଧ୍ୟମରେ ଶିକ୍ଷକ ମାନଙ୍କୁ ଛାତ୍ରଛାତ୍ରୀ ମାନେ ଅର୍ପଣ କରିଥିଲେ। ଶିକ୍ଷକମାନେ ମଧ୍ୟ ପିଲାମାନଙ୍କୁ ଅନେକ ଶିକ୍ଷଣୀୟ କଥା କହିବା ସହ ତାଙ୍କ ଆୟୋଜନ ପାଇଁ ପ୍ରଶଂସା କରିଥିଲେ। ସ୍କୁଲର ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର, ଅଧ୍ୟକ୍ଷା ଶ୍ରୀମତୀ ଅପାଳି ଅପରାଜିତା ଦାସ, କୋର୍ଡିନେର ଶ୍ରୀମତୀ ନିବେଦିତା ଦାସ ଏ କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବରେ ପିଲାଙ୍କ ସହିତ ପରିଚାଳିତ କରିଥିଲେ ।

error: Content is protected !!