Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତି୨୦୦୯ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁ ମିଳନ ।

୨୦୦୯ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁ ମିଳନ ।

ସାହାଜପାଲ(ସୁଶାନ୍ତ ଘଡେଇ)-ବୌଦ୍ଧ ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡମ୍ବରୁଗଡ଼ ଠାରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସଂଗ୍ରାମପୁରର ୨୦୦୯ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁ ମିଳନ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ତାପସମୟ ଭୋକ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଳନରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇ ମହା ଆଡମ୍ବରରେ ପାଳିତ ହୋଇଥିଲା। ଏହି ମିଳନରେ ସୁଶାନ୍ତ ଘଡେଇ, ଲଷ୍ମୀକାନ୍ତ ଭୋକ୍ତା, ଅଭିନାଶ ଦ୍ୱୀପ, ଲଳିତ ବାଘ, ବିଶ୍ୱ ରଞ୍ଜନ ପ୍ରଧାନ, ସୁମିତ ପରିଡା, ଭରତ ମେହେର, ମର୍ଦ୍ଧରାଜ କର୍ମୀ, ସଞ୍ଜୁ ମେହେର, ଅନୁପନ ବେହେରା, ରଞ୍ଜନ ସେଠୀ, ଦୁଃଖୀ ଶ୍ୟାମ ମହାକୁଡ଼, ସୁଶ୍ରୀମିତା ଅମାତ, ଶୁଭଶ୍ରୀ ରାଉତ, ଅଶାନ୍ତି ନାଏକ, ନୀଳିମା ନାଏକ , ତରଙ୍ଗିନୀ, ନମିତା ପ୍ରିୟବତ ପାଣିଗ୍ରାହୀ, ଲଷ୍ମୀ ନାରାୟନ ଅମାତ, ଶାନ୍ତି ମେହେର, ଚକ୍ରଧର ସାହୁ, ନମିତା, ଜୟନ୍ତୀ ମେହେର, ମାଲତି ଏବଂ ସମସ୍ତ ପୁରାତନ ଛାତ୍ର ଉପସ୍ଥିତ ଥିଲେ।

error: Content is protected !!