Saturday, March 7, 2026
Homeଅଘଟଣସୁନାବେଡ଼ାରେ ମାଓ ସୁରକ୍ଷା କର୍ମୀ ଗୁଳିବିନିମୟ:ଜଣେ ସୁରକ୍ଷାକର୍ମୀ ଆହତ ।

ସୁନାବେଡ଼ାରେ ମାଓ ସୁରକ୍ଷା କର୍ମୀ ଗୁଳିବିନିମୟ:ଜଣେ ସୁରକ୍ଷାକର୍ମୀ ଆହତ ।

ନୂଆପଡ଼ା(ଡିଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ ସୋସେଙ୍ଗ ଗ୍ରାମପଞ୍ଚାୟତ ଶିବନାରାୟଣପୁର ଠାରେ ମାଓବାଦୀ ଏବଂ ଏସ.ଓ.ଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ଯବାନଙ୍କ ବେକରେ ଗୁଳି ବାଜି ଆହତ ହୋଇଥିଲେ। ଯବାନ ଜଣଙ୍କ ପ୍ରକାଶ ସାଇଙ୍କ ଚିକିତ୍ସା ନେଇ ଛତିଶଗଡ ରାମକୄଷ୍ଣ ଚିକିତ୍ସିତ ହେଉଥିଲେ। ଆଜି ନୂଆପଡ଼ା ଏସ.ପି ଗୁଣ୍ଡଳା ରେଡ୍ଡୀ ରାଘବେନ୍ଦ୍ର ରାୟପୁର ଠାରେ ଯବାନଙ୍କୁ ସାକ୍ଷାତ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିରତା, ଥିବା ପ୍ରକାଶ କରିଛନ୍ତି।

error: Content is protected !!