Saturday, March 7, 2026
Homeରାଜନୀତିସର୍ଗିବାହାଲ ଠାରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ।

ସର୍ଗିବାହାଲ ଠାରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ।

ପଦ୍ମପୁର – ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଠାରେ ନୂତନ ବିଜେଡି କାର୍ଯ୍ୟଳୟ ଉଦ୍ଦଘାଟନ ହୋଇଛି l ଏହି ଅବସର ରେ ପଦ୍ମପୁର ଏନଏସି ସଭାପତି ନବକିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟା ପୂର୍ଣିମା ରଣା, ପଞ୍ଚାୟତ ସଭାପତି ଚିତ୍ରସେନ ବେହେରା, ରାକେଶ ବହିଦାର, ଅମର ସାହୁ, ଉମେଶ ଅଗ୍ରୱାଲ, ଆଜାଦ ଦାସ, ରିଙ୍କୁ ବରିହା, ଗୁଣ ସାଗର ନାଏକ, ସନ୍ତୋଷ ସାହୁ, ନୀଳମଣି ସୁନା, ହରିହର ବରିହା, ବିପିନ ଗାଡ଼ତିଆ, ନିରଞ୍ଜନ ସାହୁ, ମୁକେଶ ସାହୁ, ମହେନ୍ଦ୍ର ସାହୁ, ରମେଶ ସାହୁ, ବସୁ ସାହୁ, ଦେବରାଜ ପlତ୍ର, ନlରେନ ସାହୁ, ଗୋପାଳ ସାହୁ, ମନ ବୋଧ କୁତରକିଆ, ବୈଶାଖୁ ବରିହା, ହୃଦାନନ୍ଦ ଭୁଏ, ଗିରିଧାରୀ ସାହୁ, ନାରେନ ସେଠ, ଦୟାନିଧି ସୁନା, କୁଳମଣି ସାହୁ, ଦେବାନନ୍ଦ ବରିହା, ସଞ୍ଜୟ ମଲ୍ଲିକ ଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ l

error: Content is protected !!