Saturday, March 7, 2026
Homeଅଘଟଣସର୍ଗିପାଲିରେ ଅବକାରୀ ବିଭାଗର ଚଢ଼ାଉ, ଦୁଇ ଅଭିଯୁକ୍ତ ଗିରଫ।

ସର୍ଗିପାଲିରେ ଅବକାରୀ ବିଭାଗର ଚଢ଼ାଉ, ଦୁଇ ଅଭିଯୁକ୍ତ ଗିରଫ।

ପଦ୍ମପୁର– ପଦ୍ମପୁର ଅବକାରୀ ବିଭାଗ ତରଫରୁ ଚୋରା ମଦ ଚାଲାଣ ତଥା ଦେଶୀ ମହୁଲି ମଦ ରନ୍ଧା ରୋକିବା ପାଇଁ ବିଭିନ୍ନ ସମୟରେ ଚଢ଼ାଉ କରୁଛି । ବୁଡେନ ଥାନା ଅନ୍ତର୍ଗତ ସର୍ଗିପାଲି ଠାରେ ମହୁଲି ମଦ ରନ୍ଧା ହେଉଥିବା ଖବର ପାଇଁ ପଦ୍ମପୁର ଅବକାରୀ ସବଇନ୍ସପେକ୍ଟର ଲକ୍ଷ୍ମୀଧର ମାଝୀଙ୍କ ନେତୃତ୍ବରେ ଗୋଟିଏ ଟିମ ଚଢ଼ାଉ କରିଥିଲେ । ଚଢ଼ାଉରେ ଦୁଇ ଜଣ ଅଭିଯୁକ୍ତ ଅଲେଖ ସାହୁ ଓ ସନ୍ତାନ ଜାଲକୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦଶ କେଜି ମହୁଲ ପୋଚ ସହ ମଦ ରନ୍ଧା ପାଇଁ ବ୍ୟବହାର ସାମଗ୍ରୀ ଜବତ କରିଥିଲେ ।

error: Content is protected !!