Saturday, March 7, 2026
Homeଖେଳସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ।

ପଦ୍ମପୁର – ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯଇଛି। ଏହି ଅବସରରେ ବିଦ୍ୟାଳୟର କାର୍ଯକାରୀ ପ୍ରଧାନ ଶିକ୍ଷକ ଗୋପାଲଜୀ ପ୍ରସାଦ ପାଣଗ୍ରାହୀଙ୍କ ସଭାପତିତ୍ବ ରେ ଏକ ସଭାରେ ହକିର ଯାଦୁଗର ଧ୍ୟାନଚାନ୍ଦଙ୍କ ସ୍ମୃତି ଚାରଣ କରାଯାଇଥିଲା।

କ୍ରୀଡା ଶିକ୍ଷୟତ୍ରୀ ନିଲିମା ରାଣୀ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଛାତ୍ରୀ ମାନଙ୍କୁ ଶୈକ୍ଷିକ ସଙ୍ଗେ ସଙ୍ଗେ କ୍ରୀଡା କ୍ଷେତ୍ରରେ ମଧ୍ୟ ପାରଙ୍ଗମତା ହାସଲ କରିବା ପାଇଁ ଉଦ୍‌ବୁଦ୍ଧ କରାଗଲା ।

ଏହି ସଭାକୁ ସଫଳ କରିବା ପାଇଁ ବିଦ୍ୟାଳୟର ଜ୍ୟୋତ୍ସ୍ନା ରାଣୀ ସାହୁ,ମାନସ ରଞ୍ଜନ ଶତପଥୀ ,ପୂଜାରାଣୀ ନାୟକ, ରବୀନା ପଧାନ , ସଂଯୁକ୍ତା ଭୋଇ , ମନୀଷା ଭୋଇ , ବୃନ୍ଦାବତୀ ସାହୁ, ଖୁସବୁ ବରିହା,ଜ୍ୟୋତି ରେଖା ମହାନନ୍ଦ,ଚକ୍ରଧର ନାୟକ ,ପ୍ରଭାତୀ ପଟ୍ଟନାୟକ,ମମତା ମିଶ୍ର,ଦୁଷ୍ମନ୍ତ ଛତର ସହଯୋଗ କରିଥିଲେ ।

error: Content is protected !!