Sunday, April 13, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡୀ ମନ୍ଦିର ମୁକ୍ତିପିଠରେ କୁଲତା ଯୁବ ସଂଗଠନ ତରଫରୁ ନୁଆଁଖାଇ ଭେଟଘାଟ୍...

ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡୀ ମନ୍ଦିର ମୁକ୍ତିପିଠରେ କୁଲତା ଯୁବ ସଂଗଠନ ତରଫରୁ ନୁଆଁଖାଇ ଭେଟଘାଟ୍ ।

ପାଇକମାଲ-ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଅବସ୍ଥିତ। ତାଙ୍କ ପରିସରରେ ଥିବା ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡୀ ମନ୍ଦିର ମୁକ୍ତିପିଠ ଅବସ୍ଥିତ।। ପ୍ରଥମେ ସମସ୍ତେ‌ ରଣେଶ୍ଵର ରାମଚଣ୍ଡୀ ଙ୍କ ଠାରେ ପୂଜାର୍ଚ୍ଚନା କରି ମାଁ ଙ୍କ ଠାରୁ ଆଶିର୍ବାଦ ନେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡୀ ମନ୍ଦିର ଠାରେ କୁଲତା ସମାଜ ର ନୁଆଁଖାଇ କାର୍ଯ୍ୟକ୍ରମକୁ ଯୋଗେନ୍ଦ୍ର ଭୋଇ ଙ୍କ ନେତୃତ୍ୱରେ ହୋଇଥିଲା। ଏଥିରେ ଯୁବ ସଂଗଠନ ର ସମସ୍ତେ ସହଯୋଗ କରିଥିଲେ।

ଶ୍ରୀ ଵୁଲୁ ବାରିକ ,ଭୁବନେଶ୍ଵର ସା, ବ୍ୟାସ ବଢେଇ, କେଶବ ସାହୁ, ଟିକେଲାଲ ସାହୁ, ଗୋକୁଳା ପ୍ରଧାନ,ଡୋଲାମଣୀ ବଢେଇ , ହେମନ୍ତ ପ୍ରଧାନ ଓ ସମସ୍ତ କର୍ମକର୍ତ୍ତା ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ବହୁ ସୁରୁଖୁରୁରେ ସମାପନ ହୋଇଥିଲା।ଡା‌ ମୋହନ ଭୋଇ ଓ ତରଣୀସେନ ବଢେଇ ନୁଆଁଖାଇ ଭେଟଘାଟ୍ ବିଷୟରେ ବହୁତ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ। ଗଣପର୍ବ ନୂଆଁଖାଇ ଭାଇ ରାର ପର୍ବ ରେ ସମସ୍ତ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଆଖପାଖ ଅଞ୍ଚଳରୁ କୁଲତା ସମାଜ ରୁ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

error: Content is protected !!