Saturday, March 7, 2026
Homeରାଜ୍ୟଶିକ୍ଷକ ଅବିଭାବକ ସମ୍ମିଳନୀ ।

ଶିକ୍ଷକ ଅବିଭାବକ ସମ୍ମିଳନୀ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡର ଲଖମରା ସ୍ଥିତ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଅବିଭାବକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ବୈଠକରେ ଶିକ୍ଷ୍ୟାର ବିଭିନ୍ନ ଦିଗ ଉପରେ ଆଲୋଚନା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷ୍ୟାର ବିକାଶ ସହ ଶୃଙ୍ଖଳିତ ଜୀବନ ଯାପନ ଉପରେ ଅବିଭାବକ ମାନଙ୍କ ସହ ଦୀପାକ୍ଷିକ ଆଲୋଚନା ହୋଇ ଥିଲା । ଏଥିରେ ଅବିଭାବକ ମାନଙ୍କୁ ଛାତ୍ରଛାତ୍ରୀଙ୍କୁ ନିଜ ଘରେ ଠିକ ଭାବେ ନିୟମିତ ଅଧ୍ୟୟନ ପାଇଁ ଅବିଭାବକ ମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

error: Content is protected !!