Saturday, March 7, 2026
Homeରାଜ୍ୟଲକ୍ଷେ ଘରିଆ ଦଳିତ ଉନ୍ନୟନ ସଂଘ ନୂତନ କର୍ମକର୍ତ୍ତା ଗଠନ ।

ଲକ୍ଷେ ଘରିଆ ଦଳିତ ଉନ୍ନୟନ ସଂଘ ନୂତନ କର୍ମକର୍ତ୍ତା ଗଠନ ।

ବରପାଲି-ବରପାଲି ଆମ୍ବେଦକର ଭବନ ପରିସରରେ ଲକ୍ଷେ ଘରିଆ ଦଳିତ ଉନ୍ନୟନ ସଂଘର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବରେ ବୀରେନ ମହାନନ୍ଦ, ଉପସଭାପତି ଲବଣୀ ନାଗ, ସମ୍ପାଦକ ସୁରେନ୍ଦ୍ର ସୁନା ,ସହ ସମ୍ପାଦକ ଶ୍ରୀକାନ୍ତ ମହାନନ୍ଦ , କୋଷାଧ୍ୟକ୍ଷ ପଙ୍କଜ ନାଗ, ସଂଗଠକ ସମ୍ପାଦକ ଭଗୀରଥି ବିଭାର, ସଚ୍ଚିଦାନନ୍ଦ କନ୍ଧେର, ଗୌରୀ ମହାନନ୍ଦ , ନନ୍ଦିନୀ ଭୋସାଗର, ପିଙ୍କି ଶିକା ଏବଂ ଉପଦେଷ୍ଟା ଭାବରେ ବାଳକିଶୋର ଛତର ,ଭିଷ୍ମଦେବ ଶିକା , ରାଜେଶ ମହାନନ୍ଦ,ଇଶ୍ଵର ନାଗ, ଶିବ ଛତର ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ନୂତନ କର୍ମକର୍ତ୍ତା ମାନଙ୍କୁ ଲକ୍ଷେ ଘରିଆ ଦଳିତ ଉନ୍ନୟନ ସଂଘ ପକ୍ଷରୁ ସ୍ବାଗତ କରାଯାଇଥିଲା।

error: Content is protected !!