Saturday, March 7, 2026
Homeଅଘଟଣରେଲବାଇ ଟ୍ରାକରୁ ଅଜଣା ମୃତଦେହ ଉଦ୍ଧାର।

ରେଲବାଇ ଟ୍ରାକରୁ ଅଜଣା ମୃତଦେହ ଉଦ୍ଧାର।

କଣ୍ଟାବାଞ୍ଜି-ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନ ନିକଟସ୍ଥ ରେଲବାଇ ଟ୍ରାକ ରୁ ସ୍ଥାନୀୟ ଜି.ଆର.ପି ପୋଲିସ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନ କୁ ଚିକିତ୍ସିଆ ପାଇଁ ଆଣିଥିଲେ। ଚିକିତ୍ସିଆ ଧିନ ଅବସ୍ଥା ରେ ଅଜଣା ବ୍ଯକ୍ତି ଙ୍କ ମୃତ ହୋଇଛି।

ଉକ୍ତ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳିନଥିବା ବେଳେ ଅନେକ ସମୟ ଧରି ଡାକ୍ତରଖାନ ରେ ମୃତ ଶରୀର ପଡି ରହିଥିବା ବେଳେ ପରେ ଅପରାହ୍ନ ରେ ଶବ ବ୍ୟବଛେଦ ପରେ କଣ୍ଟାବାଞ୍ଜି ଜିଆରପି ପୋଲିସ ଶବ ବ୍ୟବଚ୍ଛେଦ କରିଥିବା ଜଣାପଡିଛି।

error: Content is protected !!