Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଶ୍ରୀ ଭୀମ ରାଓ ଆମ୍ବେଦକର ଜୟନ୍ତୀ ପାଳିତ ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଶ୍ରୀ ଭୀମ ରାଓ ଆମ୍ବେଦକର ଜୟନ୍ତୀ ପାଳିତ ।

ପଦ୍ମପୁର-ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପଦ୍ମପୁର ତରଫରୁ ଶ୍ରୀ ଭୀମ ରାଓ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଶାସ୍ତ୍ରୀ ଛକଠାରେ ଥିବା ସମ୍ବିଧାନର ପ୍ରଣେତା ଶ୍ରୀ ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଭାରତ ବିକାଶ ପରିଷଦ ସଭାପତି ଶ୍ରୀଯୁକ୍ତ ଜୟନାରାୟଣ ତ୍ରିପାଠୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ବିଦ୍ୱତ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ମାର୍ଗ ଦର୍ଶନ କରିଥିଲେ ।ଉକ୍ତ ସଭାରେ ଯୁବରାଜ ପଧାନ, ଭାସ୍କର ଦାଶ,ସୁଧାଂଶୁ ପତି,ଚୈତନ୍ୟ ଭୋଇ, ଦୀନବନ୍ଧୁ ଦେହେରୀ,ଦୁର୍ବାଦଳ ସାହୁ, ପ୍ରଦୀପ ରାଜହଂସ, କାହ୍ନୁ ଚରଣ ସାହୁ, ହରି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଭାସ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!