Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିରଥଯାତ୍ରା ଅବସରରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଥଣ୍ଡା ପାନୀୟ ବଣ୍ଟନ।

ରଥଯାତ୍ରା ଅବସରରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଥଣ୍ଡା ପାନୀୟ ବଣ୍ଟନ।

ପଦ୍ମପୁର- ପବିତ୍ର ରଥଯାତ୍ରା ଅବସରରେ ପଦ୍ମପୁର ସହରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ମାନଙ୍କ ସୁବିଧା ପାଇଁ ମାରୱାଡି ଯୁବାମଞ୍ଚ ପଦ୍ମପୁର ଶାଖା ପକ୍ଷରୁ ଶାସ୍ତ୍ର ଛକ ଠାରେ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା।

ଏହି ଥଣ୍ଡା ପାନୀୟ ବଣ୍ଟନ ସମୟରେ ଦୀନଦୟାଲ ଅଗ୍ରୱାଲ, ଅମରଦୀପ ଅଗ୍ରୱାଲ,ଆଶିଷ୍ ବଂଶଲ, ଭୂପେଶ ଅଗ୍ରୱାଲ, ଭଜନ ଅଗ୍ରୱାଲ, ସୋମୁ ଅଗ୍ରୱାଲ, ଅମିତ ଅଗ୍ରୱାଲ, ବଣ୍ଟି ଅଗ୍ରୱାଲ, ଗୋଲ୍ଡି ଅଗ୍ରୱାଲ ତଥା ଅନ୍ଯାନ୍ଯ ସଦସ୍ଯ ମାନେ ସହଯୋଗ କରିଥିଲେ ।

error: Content is protected !!