Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିମେଲଛାମୁଣ୍ଡା ଥାନାରେ ନୂତନ ଭାରତର ନୂତନ ଆଇନ କାର୍ଯ୍ୟକ୍ରମ ।

ମେଲଛାମୁଣ୍ଡା ଥାନାରେ ନୂତନ ଭାରତର ନୂତନ ଆଇନ କାର୍ଯ୍ୟକ୍ରମ ।

ଗାଇସିଲଟ-ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ପରିସରରେ ସ୍ଥାନୀୟ ଆଇଆଇସି ଙ୍କ ଅଧ୍ୟକ୍ଷତାରେ ନୂତନ ଭାରତର ନୂତନ ଆଇନ ବା ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଚାଷୀନେତା କିଶୋର ଚନ୍ଦ୍ର ଦେବତା, ବ୍ୟାସଦେବ ପଣ୍ଡା, ଗୁଦେରପାଲି ସରପଞ୍ଚ ରାମଚନ୍ଦ୍ର ପାତ୍ର, ଭୀଷ୍ମଦେବ ପଣ୍ଡା,ମୁକେଶ ମୁରାରୀ କେଡିଆ,ମେଲଛାମୁଣ୍ଡା ଅଞ୍ଚଳର ସଚତନ ନାଗରିକଙ୍କ ସମେତ ଅନ୍ୟାନ୍ୟ ସରପଞ୍ଚ ମାନେ ଉପସ୍ଥିତ ଥିଲେ।

error: Content is protected !!