Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମୁଖ୍ଯମନ୍ତୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କଲେ ଟ୍ରାଫିକ ସଂଯୋଜକ ।

ମୁଖ୍ଯମନ୍ତୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କଲେ ଟ୍ରାଫିକ ସଂଯୋଜକ ।

ବରଗଡ଼-ଆଜି ସମୟରେ ରାଜ୍ୟ ଅତିଥି ଭବନରେ ଓଡିଶାର ମୁଖ୍ୟମନ୍ତୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଙ୍କୁ ଟ୍ରାଫିକ ସଚେତନତା ସଂଯୋଜକ ଶ୍ରୀଯୁକ୍ତ ପଦ୍ମ ଲେlଚନ ଭୋସାଗର ସାକ୍ଷାତ କରି ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ଅଭିନନ୍ଦନ ଜଣାଇଥିଲେ ଏବଂ ଟ୍ରାଫିକ ସଚେତନତା କାଯ୍ୟକ୍ରମ ଉପରେ ପାଞ୍ଚ ଦଫା ନେଇ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।

error: Content is protected !!