Tuesday, April 15, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟରେ ଅନ୍ତରଜାତୀୟ ଜ୍ୱାଲାନ୍ତ୍କକ ଦିବସ ପାଳିତ ।

ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟରେ ଅନ୍ତରଜାତୀୟ ଜ୍ୱାଲାନ୍ତ୍କକ ଦିବସ ପାଳିତ ।

ପାଇକମାଲ-ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ରଂଜନ ପଣ୍ଡାଙ୍କ ସଭାପତିତ୍ବରେ ଅନ୍ତରଜାତୀୟ ଜ୍ୱାଲାନ୍ତ୍କକ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ସନ୍ତୋଷ ସିଂ ଠାକୁର ଓ ସମ୍ମାନିତ ଅତିଥି ବିନୟ ରଂଜନ ଦଣ୍ଡସେନା ଜ୍ୱାଲାନ୍ତ୍କକ ବିଷୟରେ କହିଥିଲେ l

ଅନ୍ୟ ସମ୍ମାନିତ ଅତିଥି ଭାବେ ଏନ୍.ଏସ୍.ଏସ୍ ଅଧିକାରୀ ଶ୍ରୀଯୁକ୍ତ ଡ. ସୁମିତାବ ନାୟକ ଯୋଗ ଦେଇ ଜ୍ୱାଲାନ୍ତ୍କକ ସମ୍ପର୍କରେ ଆଲୋକପାତ କରିଥିଲେ ।ଶେଷରେ ଅଧ୍ୟାପିକା ସସ୍ମିତା ସରିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଗୁରୁ ପ୍ରସାଦ ବଣ୍ଡା, ରୋହିତ ପ୍ରଧାନ, ଗୌରବ ପ୍ରଧାନ, ଶିବ ସାହୁ, ବୀରେନ ରଣା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

error: Content is protected !!