Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମାଣ୍ଡୋସିଲ ଡିଗ୍ରୀ କଲେଜରେ ସାତ ଦିନିଆ ସ୍ବତନ୍ତ୍ର କ୍ୟାମ୍ପ ଉଦଯାପିତ ।

ମାଣ୍ଡୋସିଲ ଡିଗ୍ରୀ କଲେଜରେ ସାତ ଦିନିଆ ସ୍ବତନ୍ତ୍ର କ୍ୟାମ୍ପ ଉଦଯାପିତ ।

ପାଇକମାଲ-ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ରଂଜନ ପଣ୍ଡାଙ୍କ ସଭାପତିତ୍ବରେ ଜାତୀୟ ସେବା ଶିବିରର ସାତ ଦିନିଆ ସ୍ବତନ୍ତ୍ର କ୍ୟାମ୍ପର ଉଦଯାପନୀ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଖୁଣ୍ଟିଆ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ବିଜୟାନନ୍ଦ ପଟ୍ଟନାୟକ ଯୋଗଦାନ କରିଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଶ୍ରୀଯୁକ୍ତ ସୁମିତାବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!