Saturday, March 7, 2026
Homeରାଜ୍ୟମାଛ ମରା ନିଶା ଆଗରେ ହାର ମାନିଛି ବୟସ ।

ମାଛ ମରା ନିଶା ଆଗରେ ହାର ମାନିଛି ବୟସ ।

ପାଇକମାଲ – ପାଇକମାଲ ବ୍ଳକ ମାଣ୍ଡୋସିଲ ଗାଁ ବୟସ୍କ ବ୍ୟକ୍ତି ସନ୍ତୋଷ ମାଝୀ ବୟସ ପାଖାପାଖି ୮୦ ବୟସ । ହେଲେ ବୟସ ହାର ମାନେ ନିଜ ଯୁବାବସ୍ଥାରେ କାମ ଧନ୍ଦା । ପରିଣତ ବୟସରେ ବି ଚାଲି ପାରନ୍ତି, ଭଳ କଥା ହୋଇପାରନ୍ତି। ବୁଧବାର ମଧ୍ୟାହ୍ନରେ ଶ୍ରୀ ମାଝୀ ପାଖ ଗାଡ଼ିକୁ ମାଛ ମାରିବାକୁ ଯାଉଥିବା ସମୟରେ ଏନେଇ ଆମ ପ୍ରତିନିଧି ବାଟରେ ତାଙ୍କୁ ଭେଟିଥିଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝି ଭତ୍ତା ପାଉଛ କି ନାହଁ ପଚାରିଥିଲେ ଏନେଇ ଶ୍ରୀ ମାଝୀ ଖୁସିରେ ମୁଁ ନବୀନ ସରକାର ଠୁଁ ଭତ୍ତା ପାଉଛି ବୋଲି ଖୁସି ବ୍ୟକ୍ତି ହୋଇଥିଲେ ।

error: Content is protected !!