Saturday, March 7, 2026
Homeରାଜନୀତିମହୁଲପାଲିରେ ବିଜେଡି କାର୍ଯ୍ୟାଳୟ ଉଦଘାଟନ କଲେ ଯୁବ ନେତା ଭୋଜରାଜ ସିଂ ବରିହା l

ମହୁଲପାଲିରେ ବିଜେଡି କାର୍ଯ୍ୟାଳୟ ଉଦଘାଟନ କଲେ ଯୁବ ନେତା ଭୋଜରାଜ ସିଂ ବରିହା l

ପଦ୍ମପୁର – ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହୁଲପାଲି ରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି l ଯୁବ ନେତା ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ l ଏହି ଉଦ୍ଘାଟନୀ ଉତ୍ସବରେ ପଞ୍ଚାୟତ ସଭାପତି ଚୈତନ୍ୟ ମେହେର, ବିଜେଡ଼ି ନେତା ଧରମ ପାଢୀ ସୂରଜ ଅଗ୍ରୱାଲ, ଜଗଦୀଶ୍ୱର ସାହୁ, କୁଶ ମେହେର, ସୁନୀଲ କୁମାର ସାହୁ, ସୁଧୀର ସାହୁ, ବିପିନ ଅଡ୍ଡା, ସଞ୍ଜୀବ ମେହେର ଙ୍କ ସମେତ ଶତାଧିକ ଦଳୀୟ କର୍ମି ଉପସ୍ଥିତ ଥିଲେ l

error: Content is protected !!