Saturday, March 7, 2026
Homeରାଜନୀତିମହା ମୁକାବିଲାରେ ମନ୍ତ୍ରୀ ରିତା ସାହୁଙ୍କ ମତଦାନ ।

ମହା ମୁକାବିଲାରେ ମନ୍ତ୍ରୀ ରିତା ସାହୁଙ୍କ ମତଦାନ ।

ବରପାଲି-ବରପାଲି ୨୧ ନମ୍ବର ବୁଥରେ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ ମହିଳା ଓ ସମ୍ପର୍କିୟଙ୍କ ଗହଣରେ ନିଜ ମତଦାନ ସାବ୍ଯସ୍ତ କରିଛନ୍ତି। ସୋମବାର ପୁର୍ବାହ୍ନରେ ମନ୍ତ୍ରୀ ରିତା ସାହୁ ପରିବାର ମହିଳାଙ୍କ ଗହଣରେ ବୁଥ ସମ୍ମୁଖରେ ପହଞ୍ଚିଥିଲେ। ପରେ ଦଳିୟ ସହକର୍ମି ମାନେ ପୁଷ୍ପମାଳ ଅର୍ପଣ ମାଧ୍ଯମରେ ସ୍ବାଗତ ଜଣାଇଥିଲେ। ମନ୍ତ୍ରୀ ରିତା ସାହୁ ମହିଳା ଲାଇନରେ ଅଗ୍ରସର ହୋଇ ନିର୍ବାଚନୀ ନିତିକୁ ସମ୍ମାନ ଜଣାଇ ମତଦାନ କରିଥିଲେ। ମତଦାନର ସନ୍ତୋଷଜନକ ଭାବ ବ୍ଯକ୍ତ କରିବା ସହ ଚଳିତ ନିର୍ବାଚନରେ ପୁନଃ ବିଜେଡି ବହୁ ମାତ୍ରାରେ ବହୁମତ ହାସଲ କରିବ ଏଥିରେ କୌଣଷି ପ୍ରକାର ଦ୍ବିମତ କିମ୍ବା ପ୍ରଶ୍ନର ସ୍ଥାନ ରହିନାହିଁ ବୋଲି ହସହସ ଭାବରେ ଦୃଢୋକ୍ତି ବାଢିଥିଲେ।

error: Content is protected !!