Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମତ୍ସ୍ୟଜୀବୀ ସଂଘ ପକ୍ଷରୁ ନବ ନିର୍ବାଚିତ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ।

ମତ୍ସ୍ୟଜୀବୀ ସଂଘ ପକ୍ଷରୁ ନବ ନିର୍ବାଚିତ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଡୁର୍ରୁକୁସମ ଠାରେ ଅତାବିରାର ନବ ନିର୍ବାଚିତ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ମତ୍ସ୍ୟଜୀବୀ ସଂଘର ସଦସ୍ଯ ମାନେ ।

ପରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଧାୟକ ନିହାର ରଞ୍ଜନ ମହାନନ୍ଦ ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି କହିଥିଲେ। ଏହି ସମୟରେ ମିଳନ ସେଠ,ଜିତେନ୍ଦ୍ର ମେହେର, ରାମକୃଷ୍ଣ କାଲୋ,ଦିଗାମ୍ବର ସେଠ, ପର୍ଶୁରାମ ସେଠ, ବୁଦ୍ଧଦେବ ନନ୍ଦ, ଲକ୍ଷ୍ମଣ ଭୋଇ, ବି ଶ୍ରୀନିବାସ, ସଦାନନ୍ଦ, ରାମ ନାଏକ, ନିରୋଜ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!