Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମଣ୍ଡିରେ ଟାର୍ଗେଟ ନାହିଁ ବିକ୍ରି ହୋଇ ପାରୁନାହଁ ଧାନ:ଟାର୍ଗେଟ ପ୍ରଦାନ ପାଇଁ ଆପର ଦାବିପତ୍ର।

ମଣ୍ଡିରେ ଟାର୍ଗେଟ ନାହିଁ ବିକ୍ରି ହୋଇ ପାରୁନାହଁ ଧାନ:ଟାର୍ଗେଟ ପ୍ରଦାନ ପାଇଁ ଆପର ଦାବିପତ୍ର।

ଅତାବିରା(ସୁରେନ୍ଦ୍ର କଠାର)- ବରଗଡ ଜିଲ୍ଲା ଅତାବିରା ଆରଏମସି ଅଧିନରେ ରବି ଧାନ କ୍ରୟ ଆରମ୍ଭ ହୋଇଯାଇଛି ।ଗତ ତିନି ଦିନ ହେଲାଣି ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ଧାନ ମଣ୍ଡି ଗୁଡିକରେ ଟାର୍ଗେଟ ନାହିଁ ଯାହା ଫଳରେ ଚାଷୀ ଧାନ ବିକ୍ରୀ କରିପାରୁ ନାହାଁନ୍ତି। ଧାନ ମଣ୍ଡି ଗୁଡିକରେ ଉପଯୁକ୍ତ ଟାର୍ଗେଟ ଦେବା ପାଇଁ ଅତାବିରା ଆମ ଆଦମୀ ପାର୍ଟିର ସଭାପତି ଯଦୁମଣି ପଧାନଙ୍କ ନେତୃତ୍ବରେ ପାର୍ଟିର ସଦସ୍ଯ ମାନେ ଅତାବିରା ତହସିଲ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ଅତିରିକ୍ତ ତହସିଲଦାର ଅଂକିତ ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଧାନ କରିଛନ୍ତି। ଖୁବଶୀଘ୍ର ଟାର୍ଗେଟ ପ୍ରଦାନ ପାଇଁ ଆମ ଆଦମୀ ପାର୍ଟିର ସଦସ୍ଯ ମାନେ ଅତିରିକ୍ତ ତହସିଲଦାରଙ୍କୁ ଦାବି ଜଣାଇଛନ୍ତି। ଦାବି ପତ୍ର ଦେବା ସମୟରେ ଆମଆଦାମୀ ପାର୍ଟିର ସଦସ୍ଯ ଗୌତମ ମହାନନ୍ଦ,ଅସିତ ସାହୁ, ସୁବଳ କହର ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!