Friday, February 28, 2025
spot_imgspot_imgspot_img
Homeରାଜ୍ୟବୟସ ଗଡିଯାଉଛି ପଛେ ବାର୍ଦ୍ଧକ୍ୟ ଭତ୍ତା ମିଳୁନି ।

ବୟସ ଗଡିଯାଉଛି ପଛେ ବାର୍ଦ୍ଧକ୍ୟ ଭତ୍ତା ମିଳୁନି ।

ପାଇକମାଲ-ପାଇକମାଲ ପାଇକମାଳ ବ୍ଳକ ଝାରବନ୍ଧ ପଞ୍ଚାୟତ ପତ୍ରାଗୁଡା ଗାଁରେ ରହନ୍ତି ମାୟାଧର ତାଣ୍ଡି (୬୫) ଓ ପତ୍ନୀ ଝାରମୁସେନ ତାଣ୍ଡି (୬୩) । ବୟସ ଗଡିଯାଉଛି ପଛେ ଏପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ପାଉନାହାନ୍ତି। ଏନେଇ ଅନେକଥର ଆବେଦନ କଲେ ସୁଧା ଭତ୍ତା ପାଉନାହାନ୍ତି। ପରିବାର ଚଲାଇବାକୁ କଷ୍ଟକର ହୋଇପଡୁଛି।ଏଥିପ୍ରତି କତୃପକ୍ଷ ଦୃଷ୍ଟି ଶିଘ୍ର ଭତ୍ତା ଯୋଗଦେବାକୁ ଦାବି ହୋଇଛି।

error: Content is protected !!