Saturday, March 7, 2026
Homeରାଜ୍ୟବୈମାନଟିକ୍ରା ଶ୍ରୀରାମ ନଗରରେ ବହୁମୁଖି ଭବନର ଶିଳାନ୍ୟାସ କଲେ ଅତାବିରା ବିଧାୟକ ।

ବୈମାନଟିକ୍ରା ଶ୍ରୀରାମ ନଗରରେ ବହୁମୁଖି ଭବନର ଶିଳାନ୍ୟାସ କଲେ ଅତାବିରା ବିଧାୟକ ।

ଅତାବିରା(ସୁରେନ୍ଦ୍ର କଠାର)- ଅତାବିରା ଏନଏସି ଅଧିନ ବୈମାନଟିକ୍ରା ଶ୍ରୀରାମ ନଗର ଠାରେ ବହୁମୁଖି ଭବନର ଶୁଭ ଶିଲାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଶିଲାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାର ରଂଜନ ମହାନନ୍ଦ ଯୋଗଦାନ କରି ଶିଲାନ୍ୟାସ କରିଥିଲେ ।

ଶିଲାନ୍ୟାସ ସମୟରେ ଅତାବିରା ତହସିଲଦାର କେ.ରିଚି କୁମାର,ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସାହୁ,କାଉନସିଲର ଦୀପକ ରାୟ,ବିଜେପି ନଗର ସଭାପତି ସୁରେନ୍ଦ୍ର ସ୍ବାଇଁ,ଓଡିଶା ରାଜ୍ୟ କୃଷକ ସଂଘଠନର ସଭାପତି ବୀରେନ୍ଦ୍ର କର,ମଣ୍ଡଳ ସଭାପତି ପୁଷ୍କକ ଗାଇଗରିଆ,ବରିଷ୍ଠ ବିଜେପି ନେତା ଦଶରଥ ଭୋଇ,ଅଶ୍ବିନୀ ତ୍ରିପାଠୀ,କୌଶିକ ମହାକୁର,ବିରେନ ହୋତା,ପପୁନ ପ୍ରଧାନ ପ୍ରମୁଖ ଉପସ୍ତିତ ଥିଲେ ।

error: Content is protected !!