Saturday, March 7, 2026
Homeରାଜ୍ୟବୁଗବୁଗାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ।

ବୁଗବୁଗାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ବୁଗବୁଗା ପଂଚାୟତ କାର୍ଯ୍ୟାଳୟରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି |ଏହି ଶିବିରରେ ମେଡିକାଲ ଅଫିସର ଚିନ୍ମୟ ମେହେର,ଫାର୍ମସି ଅଫିସର ଗଗନ ବିହାରୀ ପତି,ସିଏଚଓ ପୂଜା କର୍ଣ୍ଣ,ବୁଗବୁଗା ସରପଂଚ ଶେଷଦେବ ଛନ୍ଦ,ଆଶା କର୍ମୀ ଅନୂଶୟା ପସାଏତ,ଆଶା କର୍ମୀ ସନ୍ତୋଷିନୀ ପରଡିଆ,ଯୋଗ ପ୍ରଶିକ୍ଷିକ ଚିନ୍ମୟ ଗଡତିଆ,ପାଥୋଲୋଜିଷ୍ଟ ସୁଧିର ପ୍ରଧାନ,ତୁଷାର ରଂଜନ ରଥ,ମହେନ୍ଦ୍ର ସାହୁ,ଓକିଲ ଠାଠୀ ପ୍ରମୁଖ ଯୋଗଦେଇଥିଲେ । ଏହି ଶିବିରରେ ଆଖପାଖ ଗାଁର ଶତାଧିକ ଲୋକ ଆସି ନିଜନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଔଷଧ ନେଇଥିଲେ |

error: Content is protected !!