Monday, April 21, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବିଶିଷ୍ଟ ଐତିହାସିକ ନବିନ ସାହୁଙ୍କ ଶ୍ରାଦ୍ଧତ୍ସୋବ ।

ବିଶିଷ୍ଟ ଐତିହାସିକ ନବିନ ସାହୁଙ୍କ ଶ୍ରାଦ୍ଧତ୍ସୋବ ।

ବରପାଲି-ବିଶିଷ୍ଟ ଐତିହାସିକ ନବିନ କୁମାର ସାହୁଙ୍କ ଶ୍ରାଦ୍ଧ ଉତ୍ସବ ସ୍ଥାନିୟ ବାଳିକା ୟୁଜିଏମଇ ସ୍କୁଲ ପରିସରରେ ପାଳିତ ହୋଇଯାଇଛି । ନବିନ ସାହୁ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଉତ୍ସବକୁ ମୂଖ୍ଯଅତିଥି ଭାବରେ ପ୍ରାକ୍ତନଃ ମହାବିଦ୍ଯାଳୟ ଅଧ୍ଯକ୍ଷ ବିନୋଦାନନ୍ଦ ସାହୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜେନ୍ର୍ଦ ପୂଜାରୀ,ଡମରୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଭାରତୀ ଦାଶଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ସଂଚାଳିତ ହୋଇଥିଲା ।

ଅତିଥିମାନେ ନବିନ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ମାଧ୍ଯମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍କୁଲର ଛାତ୍ରି ମାନେ ପ୍ରାରମ୍ଭିକ ସଙ୍ଗିତ ଗାନ କରିଥିବା ବେଳେ ସର୍ଗତଃ ନବିନ ବାବୁଙ୍କ ସମ୍ପର୍କରେ ଅତିଥି ଓ ଉପସ୍ଥିତ ଭଦ୍ରମଣ୍ତଳି ସ୍ମୃତିଚାରଣ କରିଥିଲେ। ପରିଚାଳନାରେ ସ୍କୁଲ ଶିକ୍ଷାମଣ୍ତଳି ଓ ପରିଚାଳନା କମିଟି ସଦସ୍ଯ ମାନେ ସହଯୋଗ କରିଥିଲେ।

error: Content is protected !!