Sunday, March 8, 2026
Homeରାଜ୍ୟବିଜୁ ଜନତା ଦଳ ତରଫରୁ ବିଧାୟିକା ଙ୍କ ଜନ୍ମ ଦିନ ପାଳିତ ।

ବିଜୁ ଜନତା ଦଳ ତରଫରୁ ବିଧାୟିକା ଙ୍କ ଜନ୍ମ ଦିନ ପାଳିତ ।

ପଦ୍ମପୁର – ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟିକା ବର୍ଷା ସିଂ ବରିହା ଙ୍କ ଜନ୍ମ ଦିନ ପାଳିତ ହୋଇଯାଇଛି l ଟାଉନ୍ ସଭାପତି ନବ କିଶୋର ସାହୁ, ପ୍ରଶାନ୍ତ ମହାନ୍ତି, ଯୁବନେତା ଭୋଜରାଜ ସିଂ ବରିହା, ଝାରବନ୍ଧ ବ୍ଳକ୍ ଯୁବ ସଭାପତି ବିଜୟ କେତନ ପଧାନ, ପାଇକମାଲ ବ୍ଲକ ଯୁବ ସଭାପତି ଗୌତମ ସିଂ, ବିଷ୍ନୁ ପ୍ରସାଦ ବାଜପେୟୀ, ବୁଲୁ ପାଣିଗ୍ରାହୀ, କାଉନ୍ସିଲର ପ୍ରିୟ ରଞ୍ଜନ ଭୋଇ, କ୍ଷୀର ସାନବର୍ଷା, ସଂଯୁକ୍ତା ପୃଷ୍ଟି, ସବିତା ବରିହା ଙ୍କ ସମେତ ପଦ୍ମପୁର, ଝାରବନ୍ଧ ଓ ପାଇକମାଳ ର ଶତାଧିକ ବିଜେଡି କର୍ମୀ ଆସି ବିଧାୟିକା ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହିତ ଦୀର୍ଘାୟୁ କାମନା କରିଥିଲେ। ଭରତ ପଣ୍ଡା, ସରଜୁ ପଟ୍ଟନାୟକ, ଲୋକନାଥ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!