Tuesday, April 15, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବରପାଲି ମହାବିଦ୍ୟାଳୟରେ ଶିକ୍ଷାବିଭାଗ ପାଠଚକ୍ର ଅନୁଷ୍ଠିତ।

ବରପାଲି ମହାବିଦ୍ୟାଳୟରେ ଶିକ୍ଷାବିଭାଗ ପାଠଚକ୍ର ଅନୁଷ୍ଠିତ।

ବରପାଲି-ବରପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଏହି ଅବସରରେ ଶନିବାର ବିଭାଗିୟ ମୁଖ୍ୟା ଅଧ୍ଯାପିକା ମମତା ସାହୁଙ୍କ ସଭାପତିତ୍ବରେ ପାଠଚକ୍ର ପରିଚାଳିତ ହୋଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷା ଜୟନ୍ତୀ ଦାଶ ମୂଖ୍ଯଅତିଥି ଭାବେ ଯୋଗ ଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ।

ଯୁକ୍ତ ତିନି ପ୍ରଥମ,ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ମାନସ ଖମାରୀ,ଝରଣା ପଟେଲ,ଅପର୍ଣ୍ଣା ଦାଶ, ରସ୍ମିତା ନାଗ ପ୍ରଭୃତି ଭାରତୀୟ ଦର୍ଶନ,ଆରୟୁଏସଏ,ଆରଏମଏସଏ,ଏସଏସଏ ଇତ୍ୟାଦି ବିଷୟ ଉପରେ ପାଠଚକ୍ର ମାନ ଉପସ୍ଥାପନ କରିଥିଲେ।ବିଭାଗୀୟ ଅଧ୍ୟାପିକା ଅନିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!