Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବନ୍ଧପାଲିରେ ଅନନ୍ତ ନାରାୟଣ ପୂଜାର୍ଚ୍ଚନା ।

ବନ୍ଧପାଲିରେ ଅନନ୍ତ ନାରାୟଣ ପୂଜାର୍ଚ୍ଚନା ।

ବରପାଲି-ବରପାଲି ବ୍ଳକ୍ ବନ୍ଧପାଲି ଗ୍ରାମ ଭିନ୍ନଭିନ୍ନ ସ୍ଥାନରେ ଅନନ୍ତ ନାରାୟଣ ପୂଜନତ୍ସବ ଅବସରରେ ହୋଇଯାଇଛି। ସ୍ଥାନିୟ ମାମ୍‌ଚାନ୍ଦ୍ ଟିକିରାରେ ଛୋଟ ବଡ ବାଳକ ବାଳିକା ମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ଯ ସଂଗିତ କାର୍ଯ୍ଯକ୍ରମ ପ୍ରଦର୍ଶନ କରାଯାଇଥିଲା। ସେହିପରି ଟିଙ୍କୁ ଟିଙ୍ଗାଲୁ,ମିସ୍ ମିଲି ଓ ମିସ୍ ରୁନା ମାନଙ୍କୁ ନେଇ ଆୟୋଜିତ କମେଡି ନାଇଟ ପ୍ରସ୍ତୁତ କରାଯାଇଥିଲା।

ନୁଆପଡାରେ ସାମାଜିକ ଅପେରା ମଞ୍ଚସ୍ଥ ହୋଇଥିବା ବେଳେ ପାଠାଗାର କ୍ଳବ୍ ପ୍ରାଙ୍ଗଣରେ କୁଷ୍ଟଗୁରୁ ବାନା ହୋଇଥିଲା। ବଡ ମେହେର ପଡାରେ ଅଷ୍ଟପ୍ରହରୀ ନାମ ଯଜ୍ଞ ସହିତ ସଂକିର୍ତ୍ତନ ଧାରା ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ବନ୍ଧପାଲି ତଥା ଅନ୍ୟାନ୍ୟ ଆଖପାଖ ଗ୍ରାମର ଭକ୍ତ ମଣ୍ତଳି ଦର୍ଶନ କରିବା ସହ ମନୋକାମନା ପୂରଣ ପାଇଁ ଆଶିର୍ବାଦ ଭିକ୍ଷା କରିଥିଲେ।

error: Content is protected !!