Saturday, April 12, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପ୍ରାଣ ପ୍ରତିଷ୍ଠା ଅପେକ୍ଷାରେ ନବ ନିର୍ମିତ ପଞ୍ଚମୁଖୀ ହମାନ ମନ୍ଦିର ।

ପ୍ରାଣ ପ୍ରତିଷ୍ଠା ଅପେକ୍ଷାରେ ନବ ନିର୍ମିତ ପଞ୍ଚମୁଖୀ ହମାନ ମନ୍ଦିର ।

ଗାଇସିଲେଟ – ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁର ବ୍ରାହ୍ମଣ ପଡ଼ାରେ ଭୂମିଦାନ କରିଥିବା ବିଜୟ ବାରିକଙ୍କ ଜମିରେ ଗୁଦେରପାଲି ଗାଁର ଦେବତା ପରିବାରର ସଦସ୍ୟ ସହଦେବ ଦେବତା ତାଙ୍କ ବାପା ସ୍ବର୍ଗତ ଆଶ୍ରାମ ଦେବତା ଏବଂ ମାତା ସ୍ବର୍ଗତ କୁନ୍ତଳା ଦେବତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ କରିଥିବା ପଞ୍ଚମୁଖୀ ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି।

ଏବେ ସମ୍ପୁର୍ଣ୍ଣ ହୋଇଥିବା ମନ୍ଦିର ତାର ପ୍ରାଣ ପ୍ରତିଷ୍ଠା କେବେ କରାହେବ ସେ ଅପେକ୍ଷାରେ ଗାଁ ଦାଣ୍ଡରେ ଛିଡା ହୋଇଥିବା ପରି ମନେ ହେଉଛି। ଗ୍ରାମବାସୀ ମଧ୍ୟ ସେ ଶୁଭ ଲଗ୍ନ କେବେ ଆସିବ ସେ ସମୟକୁ ସମସ୍ତେ ଚାତକ ପରି ଅନେଇ ବସିଛନ୍ତି।

error: Content is protected !!