Saturday, March 7, 2026
Homeରାଜନୀତିପ୍ରସ୍ତାବିତ ବୁଡି ଅଞ୍ଚଳରେ ବିଜେପିକୁ ଝଟକା : ଦଳ ଛାଡି ବିଜେଡିରେ ମିଶିଲେ ୮୦ ବିଜେପି...

ପ୍ରସ୍ତାବିତ ବୁଡି ଅଞ୍ଚଳରେ ବିଜେପିକୁ ଝଟକା : ଦଳ ଛାଡି ବିଜେଡିରେ ମିଶିଲେ ୮୦ ବିଜେପି କର୍ମୀ l

ପଦ୍ମପୁର – ଧୁମାଭଟା ଠାରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ବିଜେପି ପ୍ରାର୍ଥୀ ଙ୍କୁ ୩୨ ଖଣ୍ଡ ଗ୍ରାମବାସୀ ବିରୋଧ କରୁଥିବା ବେଳେ ଆଜି ଲଖମରାର ୮୦ ଜଣ ବିଜେପି କର୍ମୀ ଦଳ ଛାଡ଼ି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେଡି ନେତା ସୁଶାନ୍ତ ମିଶ୍ର, ପଦ୍ମପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଶ୍ରୀମତୀ ସ୍ମିତାରଣୀ ସ୍ୱାଇଁ, ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି l ଦଳ ପକ୍ଷରୁ ସ୍ଵାଗତ କରି ସେମାନଙ୍କୁ ଉପଢୌକନ ପ୍ରଦାନ କରଯାଇଥିଲା l

error: Content is protected !!