Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପାରମ୍ପାରିକ କୌତୁକ ବେଶ ପ୍ରଦର୍ଶନୀ ।

ପାରମ୍ପାରିକ କୌତୁକ ବେଶ ପ୍ରଦର୍ଶନୀ ।

ଅତାବିରା(ସୁରେନ୍ଦ୍ର କଠାର)-ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖଇରପଲି ଠାାରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଂକ ମଧ୍ଯରେ କୌତୁକ ବେଶ ପ୍ରଦର୍ଶନୀ ପ୍ତତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ ମାନେ୍ ଡାକ୍ତର, ସୈନିକ, କ୍ରୂଷକ, ଖେଲାଲୀ, ବାଦ୍ଯକାର, ଦୁର୍ଗା, ନର୍ତ୍ତକୀ ଆଦି ରୂପରେ ସଜେଇ ହୋଇ ଠାଣି ପ୍ରଦର୍ଶନ କରିିଥିଲେ।

ଶିକ୍ଷକ ସୁଦାମ ଭୁଏ ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ପୁର୍ଣିମା ପଟ୍ଟନାୟକ ଓ ଅଂଜଲି ପ୍ରଧାନ। ବିଚାରପତି ଦାୟିତ୍ୱ ନିର୍ବାହ କରିଥିଲେ ମନୋଜ କୁମାର ଭୋଇ, , ସୌମ୍ୟା ରାଉତ, ରାକେଶ ମହାକୁୁର। ଧର୍ମେନ୍ଦ୍ର ବାରିକ, ,ପ୍ରଭାସିନୀ ଭୁଏ ସହଯୋଗ କରିଥିବା ବେଲେ ରତ୍ନାକର ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ ।

error: Content is protected !!