Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁର ଶୀତଳଷଷ୍ଠୀର ଥାଳ ଉଠିଲା ।

ପଦ୍ମପୁର ଶୀତଳଷଷ୍ଠୀର ଥାଳ ଉଠିଲା ।

ପଦ୍ମପୁର – ଅକ୍ଷୟ ତୃତୀୟା ଅବସରରେ ଆନୁଷ୍ଠାନିକ ଭାବେ ପଦ୍ମପୁର ଶୀତଳଷଷ୍ଠୀ କମିଟିର ରାମେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ଚଳିତ ବର୍ଷ ହେବାକୁ ଥିବା ଶୀତଳଷଷ୍ଠୀ ମହୋସ୍ଛବ ରେ ରାମେଶ୍ଵର ବାବାଙ୍କ ମାତାପିତା ରୁପେ ପଦ୍ମପୁର ମେହେର ପଡା ନିବାସୀ ଶ୍ରୀଯୁକ୍ତ ସେବକ ମେହେର ଓ ଶ୍ରୀମତୀ ମାଧବୀ ମେହେର ଙ୍କୁ ପରମ ସୌଭାଗ୍ୟ ପ୍ରାପ୍ତି ହୋଇଥିବା ବେଳେ ଜଗତଜନନୀ ମାତା ପାର୍ବତୀଙ୍କ ମାତାପିତା ହେବାର ପରମ ସୌଭାଗ୍ୟ ପଦ୍ମପୁର କେନାଲ ପଡା ନିବାସୀ ଶ୍ରୀଯୁକ୍ତ ପ୍ରଶାନ୍ତ ପଟ୍ଟନାୟକ ଓ ଶ୍ରୀମତୀ ଶାନ୍ତିପ୍ରିୟା ପଟ୍ଟନାୟକ ଙ୍କୁ ହୋଇଅଛି । ସକାଳ ୯.୩୦ ରେ ଥାଳ ଉଠିବା ପରେ ପଦ୍ମପୁର ସହର ବାସୀ ତଥା ଶୀତଳଷଷ୍ଠୀ ମହୋସ୍ଛବ କମିଟୀ ର ସମସ୍ତ ସଦସ୍ଯ ଙ୍କ ଉପସ୍ଥିତିରେ ବିରାଟ ଶୋଭାଯାତ୍ରା ରେ ନଗର ପରିକ୍ରମା କରି ରାମେଶ୍ଵର ବାବା ମନ୍ଦିର ରେ ପହଞ୍ଚିଥିଲେ।ଏହି ଶୋଭାଯାତ୍ରାରେ କମିଟୀ ର ସମସ୍ତ ସଦସ୍ଯ ସକ୍ରିୟ ରୁପେ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ।

error: Content is protected !!