Thursday, February 13, 2025
spot_imgspot_imgspot_img
Homeଅଘଟଣପଞ୍ଚ ଭୁତରେ ଲିନ ହେଲେ ଶିକ୍ଷା ଓ ସଂସ୍କାରର ମହାଦୃମ ନବୀନ ଚନ୍ଦ୍ର ପଣ୍ଡା ।

ପଞ୍ଚ ଭୁତରେ ଲିନ ହେଲେ ଶିକ୍ଷା ଓ ସଂସ୍କାରର ମହାଦୃମ ନବୀନ ଚନ୍ଦ୍ର ପଣ୍ଡା ।

ବରଗଡ଼-ବରଗଡ଼ ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ସଂତ୍ରାସ ନାରାୟଣ ପଣ୍ଡାଙ୍କ ବାପା ତଥା ଅବସରପ୍ରାପ୍ତ ଶିକ୍ଷକ ନବିନ ଚନ୍ଦ୍ର ପଣ୍ଡାଙ୍କ ଗତକାଲି ରାତ୍ର ଘ.୯.୩୦.ମି ସମୟରେ ତିଥି ଅନୁୟାଇ ମାଘ ଶୁକ୍ଳପକ୍ଷ ଦଶମୀରେ ଦେହାନ୍ତ ହୋଇଯାଇଛି । ତାଙ୍କର ପୁଅ ସୂର୍ଯ୍ୟନାରାୟଣ ପଣ୍ଡା ମୁଖାଗ୍ନି ଦେଇଥିବା ବେଳେ ତାଙ୍କର ପାଞ୍ଚ ପୁଅ ଓ ଦୁଇ ଝିଅ ଙ୍କ ସହ ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି ।

ତାଙ୍କ ଦେହାନ୍ତରେ ଅଞ୍ଚଳରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସେ ଅଞ୍ଚଳ ପାଇଁ ଶିକ୍ଷା ଓ ସଂସ୍କାର ର ମହାଦୃମ ଥିଲେ । ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ପଞ୍ଚପଡା ରୁ ଶିକ୍ଷକତା ଆରମ୍ଭ କରି ବରଗଡ଼ ଜିଲ୍ଲା ଅରେଗୁଡି ପଞ୍ଚାୟତର ଗୁଦୁରାମୁଣ୍ଡା ବିଦ୍ୟାଳୟରେ ଅବସର ଗ୍ରହଣ କରିଥିଲେ । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

error: Content is protected !!