Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିନିଜର ଅଧିକାର ବିଷୟରେ ବୁଝାଉଛନ୍ତି ଆଇନ ଛାତ୍ର ।

ନିଜର ଅଧିକାର ବିଷୟରେ ବୁଝାଉଛନ୍ତି ଆଇନ ଛାତ୍ର ।

ପଦ୍ମପୁର-ଆମେ ଏମିତି ଗାଁ ବିଷୟରେ କହୁଛୁ ପାହାଡ଼ ନିଘଞ୍ଚ ଜଙ୍ଗଲ ଆଦି ଵାସି ଅଧ୍ୟୁଷିତ ଅଞ୍ଚଳ ଗାଇସିଲେଟ ବ୍ଲକର କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମ ସେଇ ଗ୍ରାମରେ ଗୋଟିଏ ଯୁଵକ ଆଶିଷ ଜ୍ୟୋତିଷ ଲୋକଙ୍କ ପାଖକୁ ଯାଇ ଆଇନ କ’ଣ ନିଜ ମାନବ ଅଧିକାର କଣ ଲୋକଙ୍କୁ ବୁଝାଉଛନ୍ତି । ଡା. ଭୀମରାଓ ଆମ୍ବେଦକରଙ୍କ ଫଟୋ କୁ ନେଇ ସେ ଲୋକପାଖକୁ ଯାଇ ଅଧିକାର ବିଷୟ ଜଣାଇଛନ୍ତି। ମନୁଷ୍ୟ ବ୍ୟକ୍ତିଗତ ଅଧିକାର ରହିଛି।

ପୋଲିସ୍ ହେପାଜତ୍ ଭିତରେ ନିର୍ଯ୍ୟାତନା ଅସହ୍ୟ ହେଉଛି। ଜେଲ ଭିତରେ ତତୋଧିକ ନିର୍ଯ୍ୟାତନା ପାଉଛି। କେବଳ ସେତିକି ନୁହେଁ, ଅନ୍ୟାନ୍ୟ ବହୁସ୍ଥାନରୁ ମଧ୍ୟ ମାନବାଧିକାର କ୍ଷୁର୍ଣ୍ଣ କରାଯାଉଥିବା ଆମେ ଦେଖୁ, ଶିଶୁଟିଏ ସ୍କୁଲ କୁ ନ ଯାଇ ଶ୍ରମ କରିବା, ଯୈନ ଶୋଷଣ କରିବା। କେହି ଉଚିତ ନିୟ୍ୟା ନ ପାଇଁ। ମଣିଷ ଜୀବନ ମୂଲ୍ୟବାନ ହେଲେ ମଧ୍ୟ ମୂଲ୍ୟହୀନ ହୋଇପଡିଛି। ଦଳିତ ମାନଵର ସେଵା ମୋର ଚିର ଲକ୍ଷ ଵୋଲି ଜ୍ୟୋତିଷ କହିଛନ୍ତି ।

error: Content is protected !!