Saturday, March 7, 2026
Homeରାଜନୀତିନାମାଙ୍କନ ଦାଖଲ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଭିଷେକ ସେଠ ।

ନାମାଙ୍କନ ଦାଖଲ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଭିଷେକ ସେଠ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଭିଷେକ ସେଠ ଏକ ବିଶାଳ ପଟୁଆରରେ ଆସି ନାମାକଂନ ପତ୍ର ଦାଖଲ କରିଛନ୍ତି। ସେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ରମହାପାତ୍ରଙ୍କ ପାଖରେ ନିଜର ନାମାକଂନ ପତ୍ର ଦାଖଲ କରିଥିଲେ। ଅଭିଷେକ ସେଠ ପ୍ରଥମ ଥର ପାଇଁ ନାମାକଂନ ପତ୍ର ଦାଖଲ କରିଛନ୍ତି। ନାମାକଂନ ପତ୍ର ଦାଖଲ ସମୟରେ ଭେଡେନ ବ୍ଲକ କଂଗ୍ରେସ କମିଟିର ସଭାପତି ରମେଶ ପଣ୍ଡା, ଉମାଶଙ୍କର ଭୋସାଗରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ଅତାବିରା ନିର୍ବାଚନ ମଣ୍ଡଳୀର ଲୋକଙ୍କ ବିଶ୍ବାସ ଓ ଭରଷା ଆମ ଉପରେ ଅଛି । ଆମ ଦଳ ବିଜୟ ଲାଭ କରିବ।

error: Content is protected !!