Saturday, April 12, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିନଟରାଜ କଳା ପରିଷଦ ରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ।

ନଟରାଜ କଳା ପରିଷଦ ରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ।

ଅତାବିରା(ସୁରେନ୍ଦ୍ର କଠାର)- ନଟରାଜ କଳା ପରିଷଦ ଅତାବିରା ପରିସରରେ ଓଡ଼ିଶି ବିଭାଗରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହି ଅବସର ରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ଶ୍ରୀଯୁକ୍ତ ଟିକେଲାଲ ଚାନ୍ଦ ପ୍ରିନ୍ସିପାଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଅତାବିରା ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ନିରଞ୍ଜନ ପଟ୍ଟନାୟକ ଭାରତୀ କଳା ବିକାଶ କେନ୍ଦ୍ର ର ସମ୍ପାଦକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଶ୍ରୀଯୁକ୍ତ ପି, ଗଣେଷ କୁମାର ସମାଜ ସେବୀ ବିଚାରକ ମଣ୍ଡଳୀଙ୍କ ମଧ୍ୟରେ ଥିଲେ ନୃତ୍ୟ ଗୁରୁ ଶର୍ମିଷ୍ଠା ଭୁତିଆ ଓ ନୃତ୍ୟ ଗୁରୁ ସୁମନ ଢ଼ାଳି ଏହି ପ୍ରତିଯୋିତାରେ ବରିଷ୍ଠ ବିଭାଗରେ ପ୍ରଥମ ଶ୍ରେୟଂଶି ସନସିତା ଜେନା ଦ୍ଵିତି ୟ ଆଲିଶା ମିଶ୍ର ତୃତୀୟ ନନ୍ଦିତା ମହାପାତ୍ର ଜୁନିଅର ପ୍ରଥମ ପୁଣ୍ୟାଶ୍ରି ମିଶ୍ର ଦ୍ଵିତୀୟ ଇସିତା ପାଢ଼ୀ ତୃତୀୟ ଚିନାଂଶି ପଧାନ ସବ୍ ଜୁନିଅର ପ୍ରଥମ ଯୁକ୍ତା ମହାପାତ୍ର ଦ୍ଵିତି ୟ ଆସ୍ଥା ପଟେଲ ତୃତୀୟ ସମୀକ୍ଷା ମହାପାତ୍ର ଏହି କାର୍ଯ୍ୟକ୍ରମ କୁ ସମ୍ପାଦକ ସୁମନ୍ତ ସାହୁ ରାଜେଶ ଭୋଇ ପୁଜା ପରୀମିତା ସାହୁ ଓ ସଭାପତି ନିର୍ମଳ ଚନ୍ଦ୍ର ପଧାନ ପରିଚାଳନା କରିଥିଲେ।

error: Content is protected !!