Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଧନକଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ବିଦ୍ୟାଳୟ ପରିଦର୍ଶନ ।

ଧନକଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ବିଦ୍ୟାଳୟ ପରିଦର୍ଶନ ।

ସମ୍ବଲପୁର-ଆଜି ଧନକଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମତୀ ସେବାଶ୍ରୀ ଭୋଇ ଧନକଉଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ପରିଦର୍ଶନ ରେ ଆସିଥିଲେ।ବର୍ଷ ମୂଳ ରୁ ଛାତ୍ର ଛାତ୍ରୀ ମାନଙ୍କୁ ଆଡ଼ପ୍ଟ କରି ସେମାନଙ୍କର ସଠିକ ଦିଗଦର୍ଶନ କିପରି କରାଯିବ ତା ଉପରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। କ୍ଲାସ କୁ ଯାଇ ଇଂରାଜୀ ବିଷୟ ରେ ପିଲା ମାନଙ୍କୁ ଏକ ପିରିୟଡ଼ ପଢ଼ାଇଥିଲେ।ତା ପରେ ମଧ୍ୟାନ୍ନ ଭୋଜନ ର ମାନ ପରୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଥିଲେ। ତାଙ୍କ ସାଥିରେ ଏ ବି ଇ ଓ ଶ୍ରୀ ରମେଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

error: Content is protected !!