ପଦ୍ମପୁର-ବର୍ତ୍ତମାନ ବଜାରରେ ବିଭିନ୍ନ ରାସନ ସାମଗ୍ରୀର ଦରରେ ତାଲମେଲ ରହୁନାହିଁ । ଯାହାକି ଖାଉଟି ହଇରାଣ ହେବା ସହିତ ଠକାମିର ଶିକାର ହେଉଛନ୍ତି । ଦୋକାନୀ ମାନେ ମନ ଇଚ୍ଛା ଦର କସୁଛନ୍ତି । ପ୍ରତ୍ୟେକ ଦୋକାନରେ ଖାଉଟି ସାମଗ୍ରୀର ପ୍ରତିଦିନର ଦର ତାଲିକା ଝୁଲାଇବା ପାଇଁ ସ୍ଥାନୀୟ ଖାଦ୍ୟ ଓ ଯୋଗାଣ ବିଭାଗ ନିର୍ଦେଶ ଦେବା ସହିତ ଦରଦାମ ଉପରେ ତିଖ୍ଣ ନଜର ରଖିବା ପାଇଁ ସାଧାରଣ ରେ ଦାବି ହେଉଛି ।