Sunday, May 11, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଝିଟିକି ଆଶ୍ରମର ଅନ୍ତେବାସୀ ଛାତ୍ରୀଙ୍କ ସହ ରକ୍ଷା ବନ୍ଧନ ଉତ୍ସବ ପାଳନ କଲେ ବିଜୁ ଯୁବ...

ଝିଟିକି ଆଶ୍ରମର ଅନ୍ତେବାସୀ ଛାତ୍ରୀଙ୍କ ସହ ରକ୍ଷା ବନ୍ଧନ ଉତ୍ସବ ପାଳନ କଲେ ବିଜୁ ଯୁବ ଜନତା ଦଳ ପାଇକମାଲ ବ୍ଲକ ସଭାପତି ଗୌତମ ସିଂ।

ପାଇକମାଲ -ଝିଟିକି ଆଶ୍ରମର ଅନ୍ତେବାସୀ ଛାତ୍ରୀ ମାନଙ୍କ ସହ ରକ୍ଷା ବନ୍ଧନ ଉତ୍ସବ ନିଆରା ଢଙ୍ଗରେ ପାଳନ କଲେ ବିଜୁ ଯୁବ ଜନତା ଦଳ ପାଇକମାଲ ବ୍ଲକ ସଭାପତି ଗୌତମ ସିଂ। ତେବେ ଅନ୍ତେବାସିନୀ ଝିଅ ମାନେ ବଡ଼ ଭାଇ ଭାବେ ଗୌତମ ସିଂଙ୍କୁ ଜଣେ ପରେ ଜଣେ ରାକ୍ଷୀ ବାନ୍ଧି ତାଙ୍କ ଆଶିର୍ବାଦ ଗ୍ରହଣ କରିଥିବା ବେଳେ ଭଉଣୀ ମାନଙ୍କୁ ମିଷ୍ଠାନ ସହ ଖାତା, କଲମ ଓ ପେନ୍ସିଲ ଆଦି ବାଣ୍ଟି ଥିଲେ ଶ୍ରୀ ସିଂ ।

ତେବେ ଶ୍ରୀ ସିଂ ଙ୍କ ନିଆରା ରାକ୍ଷୀ ପାଲନ ସମାଜ ପାଇଁ ନୂଆଁ ଉଦାହରଣ ସୃଷ୍ଟି କରୁଥିବା ବେଳେ ତାଙ୍କ ବିଚାରଧାରା କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଏହି ପବିତ୍ର ରାକ୍ଷୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ କେଶବ ଧରୁଆ ମଧ୍ୟ ଉପସ୍ଥିତ ରହିଥିଲେ।

error: Content is protected !!