Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଜାମଟିକ୍ରା ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ କଷ୍ଟ।

ଜାମଟିକ୍ରା ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ କଷ୍ଟ।

ଅତାବିରା-ଅତାବିରା ବ୍ଲକ ଅଧିନ ବୁଗବୁଗା ପଞ୍ଚାୟତ ଜାମଟିକ୍ରା ଗଉଡପଡାରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଉକ୍ତ ପଡାରେ ୨ଟି ନଳକୂପ ଅଛି। ଏବେ ଏହି ୨ ନଳକୂପରେ ଗୋଳିଆ ପାଣି ବାହାରୁଛି ଯାହା କି ପିଇବା ପାଇଁ କି ରୋଷେଇ ପାଇଁ ବ୍ଯବହାର କରିବା ଲୋକେ ମାନେ ସୁରକ୍ଷିତ ମଣୁ ନାହାଁନ୍ତି। ନଳ କୂପ ମରାମତି ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ଯ କିଛି ସୁଫଳ ମିଳୁନାହିଁ। ଆଗକୁ ଖରାମାସ ଆସୁଛି ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୁଷ୍ଟି ଦେବାକୁ ପଡାବାସୀ ଜଣାଇଛନ୍ତି।

error: Content is protected !!