Thursday, February 13, 2025
spot_imgspot_imgspot_img
Homeରାଜ୍ୟଜଗଦଳପୁର ଥାନାରେ ନୂତନ ଥାନାଧିକାରୀ ଅଭିମନ୍ୟୁ ଦୁର୍ଗା ।

ଜଗଦଳପୁର ଥାନାରେ ନୂତନ ଥାନାଧିକାରୀ ଅଭିମନ୍ୟୁ ଦୁର୍ଗା ।

ପଦ୍ମପୁର-ବରଗଡ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ପଦ୍ମପୁର ପୋଲିସ ଉପଖଣ୍ଡର ଜଗଦଳପୁର ଥାନାରେ ନୂତନ ଥାନାଧିକାରୀ ଭାବେ ଇନ୍ସପେକ୍ଟର ଅଭିମନ୍ୟୁ ଦୁର୍ଗା ଯୋଗଦେଇଛନ୍ତି । ଏଠାରେ କାର୍ଯ୍ୟରତ ଥାନାଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନଙ୍କୁ ପାଇକମାଲ ଥାନାଧିକାରୀ ଭାବେ ବଦଳି ହୋଇଛି । ଜଗଦଳପୁର ଥାନା ଅଂଚଳରେ ପୂର୍ବଭଲି ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅଂଚଳର ଜନ ସାଧାରଣରେ ଅନୁରୋଧ କରିଛନ୍ତି ।

error: Content is protected !!