Thursday, November 21, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଛିନ୍ଦେଇକେଲା ଗ୍ରାମ ରେ ଭାଗବତ ପାଠ ଓ କୀର୍ତ୍ତନ ଧାରା ।

ଛିନ୍ଦେଇକେଲା ଗ୍ରାମ ରେ ଭାଗବତ ପାଠ ଓ କୀର୍ତ୍ତନ ଧାରା ।

ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା ଗ୍ରାମରେ ଭାଗବତ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂଜା ଅର୍ଚ୍ଚନା କରି ଜଗନ୍ନାଥ ଦାସ ରଚିତ ଭାଗବତ ନବକିଶୋର ନନ୍ଦ ଓ ସୁବାସ ପାଢୀ ଗାୟନ କରିଥିଲେ । ଭାଗବତ ଗାନ ସରିବା ପରେ ବିଭିନ୍ନ ଗ୍ରାମରୁ ଆସିଥିବା କୀର୍ତ୍ତନ ଦଳ ମାନଙ୍କୁ ନେଇ କୀର୍ତ୍ତନ ଧାରା ଅନୁଷ୍ଠିତ ହୋଇଥିଲା ।

ଏଥିରେ ଭାଗବତ ସଭାପତି ବିଦ୍ୟାଧର ସାହୁ , ସମ୍ପାଦକ ସୁରେଶ ସାହୁ , କୈଳାଶ ଚନ୍ଦ୍ର ସାହୁ, ନବଘନ ଭୋଇ , ,ସାଧୁ ସାହୁ ,ରଜନୀକାନ୍ତ ସାହୁ,ଲଳିତା ଭୋଇ ,ସୁଧାଂଶୁ ଶେଖର ସେଠ୍ , ଜୟଦେବ ବାଗ ,ଚନ୍ଦ୍ର ସାହୁ ,ଗୀତା ସାହୁ, ସାବିତ୍ରୀ ଭୋଇ ପ୍ରମୁଖ ଙ୍କ ସହ ଅନେକ ଗ୍ରାମର ଉପସ୍ଥିତ ରହି କୀର୍ତ୍ତନ ଧାରା କୁ ଉପଭୋଗ କରିଥିଲେ । ଶେଷରେ ଗ୍ରାମର ସରପଞ୍ଚ ସୁଭାଷିନୀ ନନ୍ଦ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!