Saturday, March 7, 2026
Homeଖେଳଛିନ୍ଦେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ।

ଛିନ୍ଦେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ।

ପାଇକମାଲ-ପାଇକମାଲ ବ୍ଳକ ଛିନ୍ଦେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ଖେଳ ଖେଳାଯାଇଥିଲା। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନନ୍ଦିକିଶୋର ନନ୍ଦ, ମୁଖ୍ୟ ବକ୍ତା ଭାବରେ ଛିନ୍ଦେଇକେଲା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ରାମଜୀ ମନ୍ଦିର ପରିଚାଳନା ସଭାପତି ମଙ୍ଗୁଲୁ ଚରଣ ସାହୁ,

ବିଦ୍ୟାଧର ସାହୁ, ସିଆରସିସି ସନ୍ତୋଷ ମେହେର, ସଭାପତି ସନ୍ତୋଷ କୁମାର ପାଢୀ, ପ୍ରଧାନ ଶିକ୍ଷକ ପ୍ରସନ୍ନ ସାହୁ, ଲମ୍ବୋଦର ଦାସ,ସନାତନ ବାଗ, ଟଙ୍କଧର ଦେହେରି, ସୁକାନ୍ତି ସା, ମଧୁସ୍ମିତା ମଲ୍ଲିକ, ଅଶ୍ବୀନ ସାହୁ, ଯଶୋବନ୍ତ ବଛା ପ୍ରମୁଖ ଉପସ୍ଥିତ ଥିବା ବେଳେ ଖେଳ ଶିକ୍ଷକ ହେମସାଗର ସାହୁ ଓ ଶ୍ରବଣ ମେହେର ଖେଳ ପରିଚାଳନା କରିଥିଲେ।

error: Content is protected !!