Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗୁଦେରପାଲି ସାର୍ବଜନୀନ ଦୁର୍ଗାପୂଜା:ରାମଲୀଳା ପାଇଁ କଳାକାର ବରଣ ।

ଗୁଦେରପାଲି ସାର୍ବଜନୀନ ଦୁର୍ଗାପୂଜା:ରାମଲୀଳା ପାଇଁ କଳାକାର ବରଣ ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁରେ ସାର୍ବଜନୀନ ଦୁର୍ଗାପୂଜା ପାଇଁ ଚାରିଦିନ ବ୍ଯାପି ହେବାକୁ ଥିବା ରାମଲୀଳା କାର୍ଯ୍ୟକ୍ରମ ପାଇଁ ବାବା ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଜି କଲାକାର ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ରାବଣ ଭୁମିକାରେ ଅଭିନୟ କରୁଥିବା ଜଗନ୍ନାଥ ଦେହେରୀଙ୍କ ସମେତ ସମସ୍ତ କଳାକାରଙ୍କୁ ପୁଜା କମିଟିର ଉପସ୍ଥିତ ରେ ସ୍ଥାନୀୟ ସରପଞ୍ଚ ରାମଚନ୍ଦ୍ର ପାତ୍ର ଫୁଳ ଚନ୍ଦନ ଏବଂ ନାରିକେଳ ଦେଇ ବରଣ କରିଥିଲେ।

error: Content is protected !!